Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଚୌଦ୍ୱାରରେ ପ୍ରବଳ ବର୍ଷାରେ ଭାଙ୍ଗିଲା ଇମ୍ଫାର ୨ଟି ବର୍ଜ୍ୟ କେମିକାଲ ପଣ୍ଡ

21/07/2018 at 11:12 AM

ଚୌଦ୍ୱାରରେ ବର୍ଷାରୁ ସ୍ଥିତି ସଂଗୀନ ହୋଇପଡିଛି | ପ୍ରବଳ ବର୍ଷାରେ ଭାଙ୍ଗିଲା ଇମ୍ଫାର ୨ଟି ବର୍ଜ୍ୟ କେମିକାଲ ପଣ୍ଡ | ବର୍ଷା ପାଣି ଉଛୁଳିବା ପରେ ବନ୍ଧା ଭାଙ୍ଗିଯାଇ ରାସ୍ତା ଉପରେ ବିଷାକ୍ତ କେମିକାଲ ପାଣିର ସୁଅ ଚାଲିଛି | କିଛି ଲୋକଙ୍କ ଘରେ ମଧ୍ୟ ବିଷାକ୍ତ ପାଣି ପଶିଯାଇଛି | ପ୍ରାୟ ୧୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି | ବର୍ଷା ପାଣିରେ ମିଶି ଏହି ପଣ୍ଡର ପାଣି ପରିସ୍ଥିତିକୁ ଅଧିକ ବେହାଲ କରିଛି |

   Related Posts