ଚୌଦ୍ବାର-କଟକର ବିଧାୟକ ସୌଭିକ ବିଶ୍ବାଳ ଗଣେଶ ପୂଜା ପେଣ୍ଡାଲରେ ଗାଉଛନ୍ତି ଗୀତ, ଭିଡିଓ ହେଉଛି ଭାଇରାଲ

Published By : Prameya-News7 Bureau | September 05, 2019 IST

ଚୌଦ୍ବାର୫|୯: ଚଳିତ ବିଧାନସଭାର ସବୁଠୁ କମ ବୟସର ବିଧାୟକ ମାନ୍ୟତା ପାଇଥିବା ଚୌଦ୍ବାର-କଟକର ବିଧାୟକ ସୌଭିକ ବିଶ୍ବାଳ ଏବେ ସୋସିଆଲ ମେଡିଆରେ ଚର୍ଚ୍ଚାରେ ନିଜ ସୁମଧୁର କଣ୍ଠ ପାଇଁ।

{"id":153455,"width":590,"height":918}

ଗଣେଶ ପୂଜା ଅବସରରେ ସୌଭିକ ବିଭିର୍ଣ୍ଣ ପୂଜା ମଣ୍ଡପ ବୁଲିବା ଅବସରରେ ଲୋକଙ୍କ ଅନୁରୋଧକ୍ରମେ କିଛି ଭଜନ ପରିବେଷଣ କରିଥିଲେ ।

{"id":153456}

ତାଙ୍କର ସୁମଧୁର କଣ୍ଠ ସ୍ବର ସୋସିଆଲ ମେଡିଆରେ ଭାଇରଲ ହେବା ପରେ ତାଙ୍କ ଏହି ଅନ୍ତର୍ନିହିତ ଗୁଣ ସମସ୍ତଙ୍କ ଆଗକୁ ଆସିଥିଲା।

{"id":153457}

ଏବିଷୟରେ ତାଙ୍କ ସହ ଆଲୋଚନା ବେଳେ ଛୋଟ ବେଳୁ ତାଙ୍କର ସଙ୍ଗୀତ ପ୍ରତି ପ୍ରେମଥିବା କହିଥିଲେ।ସେ ବିଧିବଦ୍ଧ ଭାବେ ସଙ୍ଗୀତ ଶିକ୍ଷା କରିଥିବା ଓ ସ୍କୁଲ, କଲେଜ ସମୟରେ ଅନେକ ଷ୍ଟେଜରେ ଗୀତ ପରିବେଷଣ କରିଥିଲେ ବୋଲି କହିଛନ୍ତି ।

{"id":153458}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.