Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ରମ୍ଭା ଚିଲିକା ହ୍ରଦରେ ଚେଙ୍ଗୁଡି ଘେରି ଉଚ୍ଛେଦ

24/05/2021 at 2:20 PM

ବ୍ରହ୍ମପୁର ୨୪।୫: ଗଞ୍ଜାମ ଜିଲ୍ଲା ରମ୍ଭା ଚିଲିକା ହ୍ରଦରେ ଚେଙ୍ଗୁଡି ଘେରିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଖଲ୍ଲିକୋଟ ତହସିଲଦାରଙ୍କ ନେତୃତ୍ଵରେ ବନ ବିଭାଗ, ମତ୍ସ୍ୟ ବିଭାଗ, ପୋଲିସ କର୍ମଚାରୀ ପ୍ରମୁଖଙ୍କ ଉପସ୍ଥିତିରେ ଚେଙ୍ଗୁଡି ଘେରି ଉଚ୍ଛେଦ କରାଯାଇଛି । ପ୍ରାୟ ୮୦ ଏକର ଚିଙ୍ଗୁଡି ଘେରିକୁ ଉଚ୍ଛେଦ କରିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

   Related Posts