ଚାନୁଙ୍କୁ ମିଳିପାରେ ସ୍ୱର୍ଣ୍ଣ, ଚୀନ୍‌ ଭାରତ୍ତୋଳକ ଝି-ହୁଇଙ୍କ ହେବ ଆଣ୍ଟି ଡୋପିଂ ଟେଷ୍ଟ

Published By : Prameya-News7 Bureau | July 26, 2021 IST

ଟୋକିଓ ୨୬/୭: ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ । ସ୍ବର୍ଣ୍ଣ ପଦକ ବିଜୟିନୀ ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ । ରିପୋର୍ଟ ପଜିଟିଭ ଆସିଲେ ଚାନୁଙ୍କୁ ମିଳିବ ସ୍ବର୍ଣ୍ଣ ପଦକ । ଏନେଇ ଜାତୀୟ ଗଣମାଧ୍ୟମ ଏଏନ୍‌ଆଇରେ ଖବର ପ୍ରକାଶ ପାଇଛି ।

wp:html /wp:html

ଚାଇନାର ଭାରୋତ୍ତୋଳକ ଜିହୁଇ ହୋ ଯିଏକି ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ । ହେଲେ ସେ ଏବେ ଆଣ୍ଟି ଡୋପିଂ ଟେଷ୍ଟର ସମ୍ମୁଖୀନ ହୋଇପାରନ୍ତି । ଯଦି ସେ ପରୀକ୍ଷାରେ ବିଫଳ ହୁଅନ୍ତି, ତେବେ ନିୟମ ଅନୁଯାୟୀ ଭାରତର ମିରବାଇ ଚାନୁଙ୍କୁ ସ୍ୱର୍ଣ୍ଣ ପ୍ରଦାନ କରାଯିବ । ଗତ ଶନିବାର ଝି ହୁଇ ୨୧୦ କିଲୋଗ୍ରାମ ଭାରତ୍ତୋଳନରେ ସୁନା ଜିତି ଅଲିମ୍ପିକ୍ସରେ ନୂତନ ରେକର୍ଡ ସୃଷ୍ଟି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.