ଚିଲିକା ଘେରି ଉଚ୍ଛେଦକୁ ବିରୋଧ

Published By : Prameya-News7 Bureau | May 24, 2018 IST

ଚିଲିକା କୂଳରେ କୃଷ୍ଣପ୍ରସାଦ ବ୍ଲକ ପେସାଦାର ମତ୍ସ୍ୟଜୀବୀ ସଂଘର ସହସ୍ର ସଦସ୍ୟ ଘେରି ଉଚ୍ଛେଦ ବିରୋଧରେ ଧାରଣା ଦେଇଛନ୍ତି | ଉଛେଦକୁ ବନ୍ଦ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.