ଚିଲିକା ଡଙ୍ଗାବୁଡ଼ି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

Published By : Prameya-News7 Bureau | June 18, 2018 IST

ଚିଲିକା ଡଙ୍ଗାବୁଡ଼ି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ ଘଟଣାର ତଦନ୍ତ କରିବେ ଜଳ ପରିବହନ ନିର୍ଦ୍ଦେଶକ ତିନୋଟି ଦିଗରେ ହେବ ତଦନ୍ତ ଡଙ୍ଗା ଲାଇସେନ୍ସ,ଲାଇଫ ଜ୍ୟାକେଟ,ପଞ୍ଜିକରଣ ନେଇ ହେବ ତଦନ୍ତ ଶନିବାର ଚିଲିକାରେ ଡଙ୍ଗାବୁଡ଼ି ମୃତ୍ୟୁ ବରଣ କରିଥିଲେ ୬ ପର୍ଯ୍ୟଟକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.