ଦୁର୍ଗମ ଅଞ୍ଚଳର ପିଲାଙ୍କ ପାଠପଢା
30/07/2018 at 2:58 PM

ଦୁର୍ଗମ ଅଞ୍ଚଳର ପିଲାଙ୍କ ପାଠପଢା ପାଇଁ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର କଟିଙ୍ଗପାଣିରେ ସରକାର ଖୋଲିଥିଲେ ପ୍ରାଥମିକ ବିଦ୍ୟାଳୟ । କମ୍ ଉପସ୍ଥାନ ଦର୍ଶାଇ ଏବେ ଏହି ସ୍କୁଲକୁ ବନ୍ଦ କରିଦିଆଯାଇଛି । ପିଲା ଥିବା କହି ସ୍କୁଲ ଖୋଲିବାକୁ ଆଖପାଖ ଗାଁ ଲୋକେ ପ୍ରଶାସନ ନିକଟରେ ଗୁହାରି କଲେବି କେହି ଶୁଣୁନାହାନ୍ତି । ଫଳରେ ଚାଳିଶିରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଗାଁ ଦାଣ୍ଡରେ ଚାଲିଛି ସ୍ବେଚ୍ଛାକୃତ ଶିକ୍ଷାଦାନ
Related Posts
ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
27 January 2021
ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
27 January 2021