Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନୁଗୋଳ ବସଷ୍ଟାଣ୍ଡରୁ ୨ ଶିଶୁ ଉଦ୍ଧାର

8/06/2018 at 5:26 AM

ଅନୁଗୋଳ ବସଷ୍ଟାଣ୍ଡରୁ ୨ ଶିଶୁ ଉଦ୍ଧାର । ଶିଶୁ ଦୁଇଜଣ ବସଷ୍ଟାଣ୍ଡରେ ବୁଲୁଥିବା ଦେଖି ସ୍ଥାନୀୟ ଲେ।କେ ଉଦ୍ଧାର କରି ପେ।ଲିସ ଜିମା ଦେଇଛନ୍ତି । ଉଭୟ ଶିଶୁ ଦୁଇ ଭଉଣୀ ବେ।ଲି ଜଣାପଡିଛି । ଜଣଙ୍କର ବୟସ ୫ବର୍ଷ ହୋଇଥିବା ବେଳେ ଅନ୍ୟ ଜଣ ୩ ବର୍ଷର ବୋଲି ଜଣାପଡିଛି । ସେମାନଙ୍କ ଘର ଢେଙ୍କ।ନାଳର ବେ।ଲି କହୁଛନ୍ତି ଉଭୟ ଶିଶୁ । ପିଉସୀ ସେମାନଙ୍କୁ ଆଣି ବସଷ୍ଟାଣ୍ଡରେ ଛାଡି କେଉଁଆଡେ ଚାଲିଯାଇଥିବା ଉଦ୍ଧାର ଶିଶୁ କହିଛନ୍ତି । କିନ୍ତୁ ନିଜର ନାଁ ଏବଂ ଘର ଠିକ୍ ରେ କହି ପାରୁନାହାନ୍ତି । ତେଣୁ ପୋଲିସ ଦୁଇ ଶିଶୁଙ୍କୁ ପରିଚୟ ଖୋଜୁଛି । ଉଦ୍ଧାର ଦୁଇ ଶିଶୁଙ୍କୁ CWCକୁ ହସ୍ତାନ୍ତର କରାଯିବ ବେ।ଲି କହିଛି ଅନୁଗୁଳ ପେ।ଲିସ ।

Leave a Reply

   Related Posts