Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଦେଖନ୍ତୁ ସବୁଠୁ ଖରାପ କାମ କରିଥିବା ୫ଜଣ କୁଖ୍ୟାତ ଲୋକଙ୍କ ପିଲାଦିନର ଫଟୋ

26/11/2019 at 5:03 PM

୧.ଓସାମା ବିନ୍ ଲାଡେନ୍ : ଓସାମା ବିନ୍ ଲାଡେନ୍ ଅତ୍ୟନ୍ତ କ୍ରୁର ଆତଙ୍କବାଦୀ ଥିଲା। ସେ ୨୦୧୧ମସିହାରେ ନାଭି ସିଲଙ୍କ ଦ୍ବାରା ନିହତ ହୋଇଥିଲା। ଏପରି ଆତଙ୍କବାଦୀଙ୍କୁ ବିଶ୍ବ ସାରା ଅନ୍ୟ କେଉଁଠି ଦେଖିବାକୁ ମିଳିନଥିଲା। ସେ ଭାରତ ଉପରେ ଅନେକ ଥର ଆକ୍ରମଣ କରିଥିଲା।

୨.  ସର୍ଦ୍ଦାମ ହୁସେନ : ସଦ୍ଦାମ ହୁସେନ୍ ଏକ ଏପରି ବ୍ୟକ୍ତି ଥିଲା ଯିଏ ନିଜ ଲୋକଙ୍କ ବିରୁଦ୍ଧରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିଲା। ସେ ଇରାକରେ ଏକଛତ୍ରବାଦୀ ଶାସନ ଚଳାଇଥିଲା। ଅନେକ ଲୋକଙ୍କୁ ନିର୍ମମ ହତ୍ୟା କରିଥିଲା। ସେ ନିଜ ଜୀବନ ବଞ୍ଚାଇବା ପାଇଁ ଅନ୍ୟ ଦେଶକୁ ପଳାୟନ କରିଥିଲା। ଶେଷରେ ୨୦୦୬ମସିହାରେ ନିହତ ହୋଇଥିଲା।

୩.ଜେଫରୀ ଡାଇମର : ଜେଫରୀ ସିରିଆଲ କିଲର ମଧ୍ୟରୁ ଜଣେ ଥିଲା। ସେ ୧୭ଜଣଙ୍କୁ ହତ୍ୟା କରିଥିଲା।

୪. ଜୋସେଫ ଷ୍ଟାଲିନ୍ : ଜୋସେଫ ଷ୍ଟାଲିନ୍ ମଧ୍ୟ ଜଣେ ଭୟଙ୍କର ବ୍ୟକ୍ତି ହିସାବରେ ପରିଚିତ ଥିଲା। ସେ ମଧ୍ୟ ହିଟଲରଠୁ କମ୍ ନଥିଲା।

୫. ଏଡଲଫ ହିଟଲର : ଏଡଲଫ ଜଣେ କୁଖ୍ୟାତ ନାଜିବାଦୀ ଥିଲା। ଏଡଲଫ ଜଣେ ରାଜନେତା ହୋଇ ସମସ୍ତଙ୍କ ହୃଦୟ ଜିତିଥିଲା କିନ୍ତୁ ସେ ଜବରଦସ୍ତି ଇହୁଦୀଙ୍କୁ ମାରୁଥିଲା।

   Related Posts