ଦେଖନ୍ତୁ ସବୁଠୁ ଖରାପ କାମ କରିଥିବା ୫ଜଣ କୁଖ୍ୟାତ ଲୋକଙ୍କ ପିଲାଦିନର ଫଟୋ
26/11/2019 at 5:03 PM

୧.ଓସାମା ବିନ୍ ଲାଡେନ୍ : ଓସାମା ବିନ୍ ଲାଡେନ୍ ଅତ୍ୟନ୍ତ କ୍ରୁର ଆତଙ୍କବାଦୀ ଥିଲା। ସେ ୨୦୧୧ମସିହାରେ ନାଭି ସିଲଙ୍କ ଦ୍ବାରା ନିହତ ହୋଇଥିଲା। ଏପରି ଆତଙ୍କବାଦୀଙ୍କୁ ବିଶ୍ବ ସାରା ଅନ୍ୟ କେଉଁଠି ଦେଖିବାକୁ ମିଳିନଥିଲା। ସେ ଭାରତ ଉପରେ ଅନେକ ଥର ଆକ୍ରମଣ କରିଥିଲା।

୨. ସର୍ଦ୍ଦାମ ହୁସେନ : ସଦ୍ଦାମ ହୁସେନ୍ ଏକ ଏପରି ବ୍ୟକ୍ତି ଥିଲା ଯିଏ ନିଜ ଲୋକଙ୍କ ବିରୁଦ୍ଧରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିଲା। ସେ ଇରାକରେ ଏକଛତ୍ରବାଦୀ ଶାସନ ଚଳାଇଥିଲା। ଅନେକ ଲୋକଙ୍କୁ ନିର୍ମମ ହତ୍ୟା କରିଥିଲା। ସେ ନିଜ ଜୀବନ ବଞ୍ଚାଇବା ପାଇଁ ଅନ୍ୟ ଦେଶକୁ ପଳାୟନ କରିଥିଲା। ଶେଷରେ ୨୦୦୬ମସିହାରେ ନିହତ ହୋଇଥିଲା।

୩.ଜେଫରୀ ଡାଇମର : ଜେଫରୀ ସିରିଆଲ କିଲର ମଧ୍ୟରୁ ଜଣେ ଥିଲା। ସେ ୧୭ଜଣଙ୍କୁ ହତ୍ୟା କରିଥିଲା।

୪. ଜୋସେଫ ଷ୍ଟାଲିନ୍ : ଜୋସେଫ ଷ୍ଟାଲିନ୍ ମଧ୍ୟ ଜଣେ ଭୟଙ୍କର ବ୍ୟକ୍ତି ହିସାବରେ ପରିଚିତ ଥିଲା। ସେ ମଧ୍ୟ ହିଟଲରଠୁ କମ୍ ନଥିଲା।

୫. ଏଡଲଫ ହିଟଲର : ଏଡଲଫ ଜଣେ କୁଖ୍ୟାତ ନାଜିବାଦୀ ଥିଲା। ଏଡଲଫ ଜଣେ ରାଜନେତା ହୋଇ ସମସ୍ତଙ୍କ ହୃଦୟ ଜିତିଥିଲା କିନ୍ତୁ ସେ ଜବରଦସ୍ତି ଇହୁଦୀଙ୍କୁ ମାରୁଥିଲା।
