ଶିଶୁ ସଦନ ଗୃହରେ ନାବାଳକ ଛାତ୍ରଙ୍କ ଆତ୍ମହତ୍ୟା

Published By : Prameya-News7 Bureau | September 17, 2019 IST

ଜୟପୁର ୧୭।୯: ଜୟପୁର ଶିଶୁ ସଦନ ଗୃହରେ ନାବାଳକ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି । ମୃତ ଛାତ୍ର ହେଲେ ବୋରିଗୁମ୍ମା ବିସିଂପୁର ଅଂଚଳର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି ପୋଲିସ । ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଜୟପୁର ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଛି ।

{"id":158802}

ଏହି ଶିଶୁ ସଦନରେ ଅନାଥ ପିଲାମାନେ ରହି ପାଠ ପଢୁଥିବା ବେଳେ କାହିଁକି ଓ କେଉଁ ପରିସ୍ଥିତିରେ ଛାତ୍ର ଜଣଙ୍କ ଏପରି ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.