ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶିଶୁ ସଦନ ଗୃହରେ ନାବାଳକ ଛାତ୍ରଙ୍କ ଆତ୍ମହତ୍ୟା

17/09/2019 at 11:09 AM

ଜୟପୁର ୧୭।୯: ଜୟପୁର ଶିଶୁ ସଦନ ଗୃହରେ ନାବାଳକ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି । ମୃତ ଛାତ୍ର ହେଲେ ବୋରିଗୁମ୍ମା ବିସିଂପୁର ଅଂଚଳର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି ପୋଲିସ । ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଜୟପୁର ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଛି ।

ଏହି ଶିଶୁ ସଦନରେ ଅନାଥ ପିଲାମାନେ ରହି ପାଠ ପଢୁଥିବା ବେଳେ କାହିଁକି ଓ କେଉଁ ପରିସ୍ଥିତିରେ ଛାତ୍ର ଜଣଙ୍କ ଏପରି ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ ।

   Related Posts