ଜଙ୍ଗଲରୁ ଶିଶୁପୁତ୍ର ଉଦ୍ଧାର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | June 15, 2019 IST

ମୋରଡା ୧୫|୬: ମୟୂରଭଞ୍ଜ ମୋରଡ଼ାରେ ଶିଶୁପୁତ୍ର ଉଦ୍ଧାର । ମୋରଡ଼ା ବ୍ଲକ୍ ସୁରେଇଡିହି ନାହାଶୋଳ ଜଙ୍ଗଲରୁ ଏହି ଶିଶୁପୁତ୍ର ଉଦ୍ଧାର ହୋଇଛି । ତେବେ ଶରୀର ସାରା ଜନ୍ଦା କାମୁଡ଼ା ଯୋଗୁଁ  ପିଲାଟିର ଅବସ୍ଥା ଗୁରୁତର ରହିଛି । ପିଆରଏମ୍ ମେଡିକାଲରେ ଶିଶୁପୁତ୍ରଟିକୁ ଭର୍ତ୍ତି କରାଯାଇଥିବା ବେଳେ  ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.