Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଖେଳ ପାଲଟିଗଲା କାଳ, ଗାତରେ ପଡି ଅଢେଇ ବର୍ଷର ଶିଶୁର ମୃତ୍ୟୁ

7/10/2020 at 9:38 AM

କଳାହାଣ୍ଡି ୦୭।୧୦: ଖେଳ ପାଲଟିଗଲା କାଳ । ଖେଲୁଥିବା ସମୟରେ ଘଟିଲା ଅଘଟଣ । ଗାତରେ ପଡ଼ି ଅଢେଇ ବର୍ଷ ଶିଶୁକନ୍ୟାର ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଛଚାଣବାହାଲୀ ଗାଁରେ । ମୃତ ଶିଶୁ ହେଉଛି ଅଙ୍ଗଦ ଜୁଏଡଙ୍କ ଅଢେଇ ବର୍ଷର ଶିଶୁକନ୍ୟା କ୍ଷମାଞ୍ଜଳୀ ।

ଖବର ଅନୁଯାୟୀ, କ୍ଷମାଞ୍ଜଳୀ ଘର ଦୂଆରେ ଖେଳୁଥିବା ବେଳେ ଘର ନିଅଁ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ଯାଇଥିଲେ । ଯାହା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆଣିଥିଲେ । କିନ୍ତୁ ସେତେବଳକୁ କଥା ବହୁ ଆଗକୁ ଚାଲିଯାଇଥିଲା । ଶିଶୁ ଗାତରେ ପଡି ମୃତ୍ୟୁ ହୋଇଯାଇଛି  ବୋଲି ଜଣାପଡିଥିଲା । ନିଜର ଅଢେଇ ବର୍ଷର ଶିଶୁ ହରାଇବା ଦ୍ୱାରା ପରିବାରରେ ଦୁଃଖର ମାହୋଲ ସୃଷ୍ଟି ହୋଇଯାଇଛି ।

   Related Posts