ଦୁଷ୍କର୍ମ ପରେ ଶିଶୁକନ୍ୟାର ଗଳା କାଟି ନିର୍ମମ ହତ୍ୟା, କାରରୁ ମିଳିଲା ମୃତଦେହ

Published By : Prameya-News7 Bureau | March 21, 2020 IST

କୋରାପୁଟ, ୨୧|୦୩:     କୋରାପୁଟ ଜିଲ୍ଲା ମାଛକୁଣ୍ଡ ନିକଟବର୍ତୀ କଞ୍ଚଣା ଗ୍ରାମରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ଏକ କାରରୁ ଜଣେ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି।

ଏକ ଅବ୍ୟବହୃତ କାରରେ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଛି। ଶିଶୁଟିକୁ ଦୁଷ୍କର୍ମ ପରେ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ପହଁଚି ଛାନଭିନ ଆରମ୍ଭ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.