Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ରାଜ୍ୟ ବାହାରକୁ ଚାଲାଣ ବେଳେ ଚଢାଉ , ୮ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

4/02/2020 at 11:58 AM

ମାଲକାନଗିରି ୦୪।୦୨:  ବାହାର ରାଜ୍ୟକୁ ଶିଶୁ ଶ୍ରମିକ ଚାଲାଣ ବେଳେ ଉଦ୍ଧାର । ମାଲକାନଗିରି ବସ୍‌ଷ୍ଟାଣ୍ଡ ନିକଟରୁ ସମସ୍ତ ଶିଶୁଙ୍କୁ ଉଦ୍ଧାର କଲା ଜିଲ୍ଲା ଚାଇଲ୍ଡ ଲାଇନ । ଉଦ୍ଧାର ସମସ୍ତ ଶିଶୁ ମାଲକାନଗିରି କୁଡୁମୁଲୁଗୁମ୍ମା ବ୍ଲକ ଅଞ୍ଚଳରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାରେ 8 ଜଣ ଶିଶୁ ଶ୍ରମିକ ଆନ୍ଧ୍ର ପ୍ରଦେଶକୁ ଚାଲାଣ ବେଳେ ଉଦ୍ଧାର । ସମସ୍ତ ଶିଶୁଙ୍କୁ ଲଙ୍କା ତୋଳିବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ନିଆଯାଉଥିବା ସୂଚନା ରହିଛି । ତେବେ ବାହାର ରାଜ୍ୟକୁ ଶିଶୁ ଚାଲାଣ ହେଉଥିବା ଖବର ପାଇଁ ମାଲକାନଗିରି ବସଷ୍ଟାଣ୍ଡରେ ପୋଲିସ ଓ ଚାଇଲ୍ଡ ଲାଇନ ଚଢାଉ କରିଥିଲେ । ଚଢାଉ ପରେ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ପିଲାଙ୍କୁ ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କ ମଧ୍ୟ ଅଟକ ରଖି ପଚରାଉଚରା ଜାରି ରଖିଛି ଚାଇଲ୍ଡ ଲାଇନ ।

   Related Posts