କୂଅ ଭିତରୁ ନାବାଳକଙ୍କ ମୃତ ଦେହ ଉଦ୍ଧାର
13/01/2020 at 1:50 PM

କେନ୍ଦୁଝର ୧୩/୧: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନିହ୍ନୁଆଁ ଗ୍ରାମର ଏକ କୂଅ ଭିତରୁ ୪ ବର୍ଷ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବଳକ ଉକ୍ତ ଗ୍ରାମର ବିଶ୍ବରଞ୍ଜନ ନାଏକ।

ଗତକାଲି ଠାରୁ ସେ ନିଖୋଜ ଥିଲେ ।ପରିବାର ଲୋକେ ତାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଚି ଶବକୁ ଜବତ କରିଛି।
Related Posts
ପ୍ରତୀକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
21 January 2021