Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଧାନ ଉଁସା ହାଣ୍ଡିରେ ପଡି ଦେଢ ବର୍ଷର ଶିଶୁ ମୃତ

20/10/2019 at 11:01 PM

ଦେବଗଡ – ଦେବଗଡ ଥାନା ଅନ୍ତର୍ଗତ ସାମନ୍ତରାପାଲିରେ ଅଘଟଣ । ଧାନ ଉଁସା ହାଣ୍ଡିରେ ପଡି ଦେଢ ବର୍ଷର ଶିଶୁ ମୃତ । ମୃତ ଶିଶୁ ବାବୁଲି ସାହୁଙ୍କ ପୁଅ ପ୍ରିନ୍ସ । ଖେଳୁଥିବା ବେଳେ ଧାନ ଉଁସା ହାଣ୍ଡିରେ ପଡି ଯାଇଥିଲା ପ୍ରିନ୍ସ ।

ହାଣ୍ଡିରେ ପାଣି ଭର୍ତ୍ତି ଥିବାରୁ ବାହାରି ପାରିନଥିଲା ପ୍ରିନ୍ସ । ଘର ଲୋକେ ଖୋଜାଖୋଜି ପରେ ହାଣ୍ଡି ଭିତରୁ ତାକୁ ଉଦ୍ଧାର କରିଥିଲେ । ତେବେ ଡାକ୍ତରଖାନାକୁ ନେଇଥିଲେ ବି ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

   Related Posts