ନାଳରେ ପଡି ଶିଶୁର ମୃତ୍ୟୁ

Published By : Prameya-News7 Bureau | March 19, 2019 IST

ମୟୁରଭଞ୍ଜ  ୧୯/୩: ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ହାଟିଙ୍ଗ ସାହିରେ ଜଣେ ଶିଶୁ ପୁତ୍ରଙ୍କର ନାଳରେ ପଡ଼ି ମୃତ୍ୟୁ ଘଟିଛି । ମୃତକ ଶିଶୁ ପୁତ୍ରଜଣକ ହେଲେ ବୁଧୁଲାଲ ସିଂ ।

{"id":95155,"width":592,"height":326}

ସୂଚନା ଅନୁଯାୟୀ , ଗୋରୁମହିଷାଣି ସ୍ଥିତ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ କମ୍ପାନୀର ପରିବହନ ସଂସ୍ଥାର ଦୂଷିତ ଜଳକୁ ନିଷ୍କାସିତ କରୁଥିବା ଖୋଲା ନାଳରେ ଖସି ପଡି ଶିଶୁପୁତ୍ରଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ଶ୍ରମିକ କଲୋନୀରେ ଉତ୍ତେଜନା ପ୍ରକାଶ ପାଇଛି ।  ପରିବାରଲୋକେ ଶିଶୁ ପୁତ୍ରଙ୍କ ମୃତଶରୀରକୁ କମ୍ପାନୀ କାର୍ଯ୍ୟାଳୟ  ଗେଟ ସମ୍ମୁଖରେ ରଖି କ୍ଷତିପୂରଣ ଦାବି କରି ଧାରଣାରେ ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.