ବିଲ ଭିତରୁ ମିଳିଲା ଶିଶୁର ମୃତଦେହ : ବଳି ସନ୍ଦେହ
5/03/2019 at 3:13 PM

ଭୁବନେଶ୍ବର ୫/୩: ବିଲ ଭିତରୁ ମିଳିଲା ଶିଶୁର ମୃତଦେହ। ଗୁଣି ଗାରେଡିକୁ ନେଇ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି। ମଞ୍ଚେଶ୍ବର ଗାଡକଣ ଅଞ୍ଚଳର ଏକ ବିଲରୁ ଶିଶୁର ମୃତଦେହ ମିଳିଛି। ଘଟଣାସ୍ଥଳରେ ମଞ୍ଚେଶ୍ବର ଥାନା ପୋଲିସ୍ ପହଞ୍ଚି ତଦନ୍ତ କରୁଛି।
Related Posts
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021