କାଳିଆ ଯୋଜନାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
17/01/2019 at 3:49 PM

ଭୁବନେଶ୍ବର ୧୭|୧: କାଳିଆ ଯୋଜନାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅଦିତ୍ୟ ପ୍ରସାଦ ପାଢୀ । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଆସନ୍ତା ୨୨ ତାରିଖ ସୁଦ୍ଧା କାଳିଆ ଯୋଜନାର ହିତାଧିକାରୀଙ୍କ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇବ । ୨୫ରେ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟ ଅର୍ଥ ପ୍ରଦାନ କରାଯିବ । ୨୫ ତାରିଖରୁ ଫେବୃଆରୀ ୫ ନୂଆ ଆବେଦନକାରୀଙ୍କର ତର୍ଜମା କରାଯାଇ ପଞ୍ଚାୟତସ୍ତରରେ ତାଲିକା ପ୍ରକାଶ ପାଇବ ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021