ଭିଜିଲାନ୍ସ ଜାଲରେ ବ୍ୟାସନଗର ପୌର ପରିଷଦ ମୁଖ୍ୟ ଯନ୍ତ୍ରୀ

Published By : Prameya-News7 Bureau | August 21, 2019 IST

ଯାଜପୁର ୨୧।୮:  ଭିଜିଲାନ୍ସ ଜାଲରେ ବ୍ୟାସନଗର ପୌର ପରିଷଦର ମୁଖ୍ୟଯନ୍ତ୍ରୀ ପ୍ରହଲ୍ଲାଦ ମହାପାତ୍ର । ବିଲ୍ କରାଇଦେବାକୁ ଜଣେ ଠିକାଦାରଙ୍କଠାରୁ ୩୮୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ମୁଖ୍ୟଯନ୍ତ୍ରୀ ।

{"id":146969}

ମୁଖ୍ୟଯନ୍ତ୍ରୀ ଅଭିଯୋଗକାରୀ ଠିକାଦାର ହେଲେ କୋପଣ୍ଡ ଅଞ୍ଚଳର ସନ୍ତୋଷ କୁମାର ରାଉତ । ଭିଜିଲାନ୍ସ ଟିମ୍ ପ୍ରହଲ୍ଲାଦକୁ ପୌର ପରିଷଦ କାର୍ଯ୍ୟାଳୟରେ ଚଢାଉ କରି ପ୍ରହଲ୍ଲାଦଙ୍କୁ ନେଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.