୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତିକୁ ନେଇ ଜିଲ୍ଲାପାଳମାନଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
31/08/2018 at 1:13 AM

ଭୁବନେଶ୍ବର ୩୧|୮: ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତିକୁ ନେଇ ଜିଲ୍ଲାପାଳମାନଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ବୈଠକରେ ୨୭ ଜିଲ୍ଲାର ଜିଲ୍ଲାପାଳ, ୩ ଟି ଜିଲ୍ଲାର ଜିଲ୍ଲାପାଳଙ୍କ ପ୍ରତିନିଧି ଉପସ୍ଥିତ ଅଛନ୍ତି । । କେନ୍ଦ୍ର ନିର୍ବାଚନ କମିଶନଙ୍କ ପ୍ରତିନିଧି ଓ ଇଞ୍ଜିନିୟର ବୈଠକରେ ଉପସ୍ଥିତ ଅଛନ୍ତି ।
ବୈଠକ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ବୈଠକରେ ଇଭିଏମ୍ ଓ ଭିଭିପାର୍ଟ ଯାଞ୍ଚ ନେଇ ଜିଲ୍ଲାପାଳଙ୍କୁ ଦିଆଗଲା ତାଲିମ୍ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୧୦ଟି ଜିଲ୍ଲାରେ ଭିଭିପାର୍ଟ ଓ ଇଭିଏମ୍ ଯାଞ୍ଚ କରାଯିବ । ଏହି ଯାଞ୍ଚ ବେଳେ ସମସ୍ତ ଦଳର ଏଜେଣ୍ଟ ଉପସ୍ଥିତ ରହିବେ ।
Related Posts
ହୃଦୟ ବିଦାରକ ଦୃଶ୍ୟ, ଘଣ୍ଟାଏ କାଳ ଟ୍ରକରେ ଚାପି ହୋଇଥିଲେ ଡ୍ରାଇଭର…
25 February 2021
ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍, ହାଇୱା ଓ ଟ୍ରକ ଜବତ
25 February 2021
ରାଜଧାନୀରେ ପାରଦ ୩୮ ଡିଗ୍ରୀ ଟପିଲା, ୧୧ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ
25 February 2021
ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
25 February 2021