Saturday, August 24, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା

ଭୁବନେଶ୍ବର ୧୨|୨:  ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା । ଆସନ୍ତାକାଲି ସନ୍ଧ୍ୟାରେ ଓଡିଶାରେ ପହଞ୍ଚିବେ । ୧୪ ଓ ୧୫ ଦୁଇ ଦିନ ଧରି ନିର୍ବାଚନ ପ୍ରସ୍ତୁତିର ତଦାରଖ କରିବେ । ସାଧାରଣ ନିର୍ବାଚନ ନେଇ ବିଭିନ୍ନ ଦଳ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ଅନ୍ୟପଟେ ଇଭିଏମ୍ ଓ ଭିଭିପାଟ୍ ମେସିନର ମକ୍ ଟେଷ୍ଟରେ ଭାଗ ନେଇଛନ୍ତି ଅଧିକାରୀ । ମୁଖ୍ୟ ନିର୍ବାଚନ ଅଧିକାରୀ ଆୟୋଜନ କରିଥିଲେ ଇଭିଏମ୍ ମକ୍ ଟେଷ୍ଟ । ରାଜ୍ୟ ମୁଖ୍ୟ ଶାସନ ସଚିବ ମକ୍ ଟେଷ୍ଟ ଅନୁଧ୍ୟାନ କରିଛନ୍ତି ।

239 Views

   ସମ୍ବନ୍ଧିତ ଖବର