ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା

ଭୁବନେଶ୍ବର ୧୨|୨: ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା । ଆସନ୍ତାକାଲି ସନ୍ଧ୍ୟାରେ ଓଡିଶାରେ ପହଞ୍ଚିବେ । ୧୪ ଓ ୧୫ ଦୁଇ ଦିନ ଧରି ନିର୍ବାଚନ ପ୍ରସ୍ତୁତିର ତଦାରଖ କରିବେ । ସାଧାରଣ ନିର୍ବାଚନ ନେଇ ବିଭିନ୍ନ ଦଳ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ।
ଅନ୍ୟପଟେ ଇଭିଏମ୍ ଓ ଭିଭିପାଟ୍ ମେସିନର ମକ୍ ଟେଷ୍ଟରେ ଭାଗ ନେଇଛନ୍ତି ଅଧିକାରୀ । ମୁଖ୍ୟ ନିର୍ବାଚନ ଅଧିକାରୀ ଆୟୋଜନ କରିଥିଲେ ଇଭିଏମ୍ ମକ୍ ଟେଷ୍ଟ । ରାଜ୍ୟ ମୁଖ୍ୟ ଶାସନ ସଚିବ ମକ୍ ଟେଷ୍ଟ ଅନୁଧ୍ୟାନ କରିଛନ୍ତି ।
159 Views
ସମ୍ବନ୍ଧିତ ଖବର
ନରେନ୍ଦ୍ରପୁରରେ ସିରିଜ୍ ବୋମାମାଡ ; ଦୁର୍ବୃତ୍ତ ଫେରାର
21 February 2019
ମଦ ଭାଟିରେ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ମହିଳା
21 February 2019
ପୂର୍ବ ଶତ୍ରୁତାରୁ ୫ ବର୍ଷର ଶିଶୁ ପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା
21 February 2019