Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଚିଦାମ୍ବରମଙ୍କୁ ମିଳିଲାନି ଆଶ୍ୱସ୍ତି, ଆବେଦନ ଉପରେ ତୁରନ୍ତ ଶୁଣାଣି କରିବା ପାଇଁ ମନାକଲେ ସୁପ୍ରିମକୋର୍ଟ

21/08/2019 at 2:32 PM

ନୂଆଦିଲ୍ଲୀ୨୧।୮ . ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଆଇନଜୀବୀଙ୍କୁ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ଅଦାଲତ ମନା କରିଦେଇଛନ୍ତି ।

  • ପୂର୍ବରୁ ଆଇଏନ୍‌ଏଏକ୍ସ ମିଡିଆ ମାମଲାରେ ଦିଲ୍ଲୀ ହାଇକୋର୍ଟ ଜାମିନ ଦେବା ପାଇଁ ମନା କରି ଦେଇଥିଲେ  । ଏପରି କଲେ ସମାଜକୁ ଏକ ଖରାପ ସନ୍ଦେଶ ଯିବ ବୋଲି ଅଦାଲତ କହିଥିଲେ ।
  • ଏହା ପୂର୍ବରୁ ଚିଦାମ୍ବରମ ଏକ ବର୍ଷ ଜାମିନରେ ଥିଲେ । ,୨୦୧୮ ଜୁଲାଇ ୨୫ ତାରିଖରେ ତାଙ୍କୁ ଅନ୍ତରୀଣ ଜାମିନ ମିଳଥିଲା ।
  • ମଙ୍ଗଳବାର ବିଳମ୍ବିତ ରାତିରେ ସିବିଆଇ ଓ ଇଡି ଚିଦାମ୍ବରମଙ୍କ ବାସଭବନରେ ପହଞ୍ଚିଥିଲେ ।
  • ବୁଧବାରରେ ଚିଦାମ୍ବରମଙ୍କ ଆଇନଜୀବୀ ସୁପ୍ରିମକୋର୍ଟରେ   ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ମାତ୍ର ଏହାର ତୁରନ୍ତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଥିଲେ।
  • ଚିଦାମ୍ବରମଙ୍କପାଇଁ ଇଡି ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛନ୍ତି । ସେ ଏବେ ଦେଶ ଛାଡି ଯାଇ ପାରିବେ ନାହିଁ ।
  • ସିବିଆଇ ଓ ଇଡି ଅଲଗା ଅଲଗା କୋବିଏଟ୍‌ ଜାରି କରିଛନ୍ତି ।
  • କୋବିଏଟ୍‌ ଦାୟର କରାଗଲେ ଅଦାଲତ ସମସ୍ତ ପକ୍ଷର ମତ ଜାଣିବା ଜରୁରୀ ହୋଇଯାଏ ।
  • ଏହା ପୂର୍ବରୁ ବୁଧବାର ପୂର୍ବାହ୍ନରେ  ସ୍ୱତନ୍ତ୍ର ପିଟିସନର ଶୁଣାଣି କରିବା ସମୟରେ ଜଷ୍ଟିସ ଏନ୍‌ବି ରାମାନା ପି ଚିଦାମ୍ବରମଙ୍କ ମାମଲାକୁ ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗଇଙ୍କ ନିକଟକୁ ଶୁଣାଣି ପାଇଁ ପଠାଇଥିଲେ ।
  • ଏବେ ଚିଦାମ୍ବରମଙ୍କର ଏହି ମାମଲାର ଶୁଣାଣୀ କେବେ ହେବ ତାହା ନିଶ୍ଚିତ ହୋଇ ନାହିଁ ।

   Related Posts