ଗାଁରେ ହାଡଫୁଟି ଆତଙ୍କ: ଝଡାଫୁଙ୍କାରେ ଚାଲିଛି ଚିକିତ୍ସା

Published By : Prameya-News7 Bureau | February 03, 2020 IST

ନବରଙ୍ଗପୁର୩/୧: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦବାକତରା ଗାଁରେ ହାଡଫୁଟି ଆତଙ୍କ । ଗାଁରେ ୧୫ରୁ ଅଧିକ ଲେ।କ ହାଡଫୁଟିରେ ଆକ୍ରାନ୍ତ ।

{"id":219641,"sizeSlug":"large"}

୩ମାସ ତଳେ ଗାଁରେ ଏହି ରେ।ଗ ଆରମ୍ଭ ହେ।ଇଥିଲା। ଏ ବାବଦରେ ସ୍ବାସ୍ଥ୍ୟ କର୍ମୀଙ୍କୁ ଜଣାଇଲେ ମଧ୍ୟ  ଗାଁକୁ କୌଣସି ସ୍ବାସ୍ଥ୍ୟକର୍ମୀ ଆସିଲେନି । ବାଧ୍ୟ ହେ।ଇ ଦେଶୀ ଚିକିତ୍ସା କରିବା ସହିତ ଝଡାଫୁଙ୍କା କରୁଛନ୍ତି ଗ୍ରାମବାସୀ । ଧିରେ ଧିରେ  ଏହା ବ୍ୟାପୁଥିବା ବେଳେ ଅନ୍ୟ ଗାଁକୁ ବ୍ୟାପିବାର ସମ୍ଭାବନା ଦେଖାଦେଇଛି ।

{"id":219642,"sizeSlug":"large"}

ଅନ୍ୟପଟେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ୍ ଯାଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା କହିଛନ୍ତି । ଏଥି ସହ ହାଡଫୁଟି  ଏକ ବାୟୁ ଜନିତ ସଂକ୍ରାମକ ରୋଗ ହୋଇଥିବାରୁ ଝଡାଫୁଙ୍କା ଓ ଗୁଣିଆଠୁ ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.