ଛୁରା ମାଡ଼ରେ ଜଣକ ମୃତ୍ୟୁ
14/07/2020 at 7:27 PM

ଖୋର୍ଦ୍ଧା୧୪/୭: ଛୁରା ମାଡ଼ରେ ଜଣେ ମୃତ। ଖୋର୍ଦ୍ଧା ପାଢ଼ୀ ବାର୍ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ବାର୍ ନିକଟରେ ଅଜୁ ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ ଛୁରା ମାଡ଼ କରାଯାଇଥିଲା। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଅଜୁ ବାରିକଙ୍କ ଘର ଉପର ସାହିର ବୋଲି ଜଣାପଡିଛି। ପୂର୍ବ ଶୁତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥାଇ ପାରେ ବୋଲି ପୋଲିସ୍ ସନ୍ଦେହ କରୁଛି। ବର୍ତ୍ତମାନ ପୋଲିସ୍ ଘଟଣାରେ ପହଁଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି। ଖୋର୍ଦ୍ଧା ଆଦର୍ଶ ଥାନାର ପୋଲିସ୍ ଏହି ଘଟଣାର ତଦନ୍ତ କରୁଛି।
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021