Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ଛେଳି ଚୋରି ଅଭିଯୋଗରେ ବାପ ଓ ପୁଅଙ୍କୁ ଅଟକ: ପାଟଣା ପୋଲିସ୍ ରୁଜୁ କଲା ମାମଲା

1/11/2020 at 9:07 PM

ପାଟଣା୧/୧୧: ଛେଳି ଚୋରି ଅଭିଯୋଗରେ ବାପ ଓ ପୁଅଙ୍କୁ ପାଟଣା ପୋଲିସ ଅଟକ ରଖିଛି। ସୂଚନା ମୁତାବକ ପାଟଣା ଥାନା ଅନ୍ତର୍ଗତ କୁଣ୍ଡଳା ଗ୍ରାମର ପପୁନ ମହାନ୍ତଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ୧୨ଟି ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ଏ ନେଇ ଛେଳି ମାଲିକ ଥାନାରେ ଅଭିଯୋଗ ପରେ ପାଟଣା ପୋଲିସ ଗୋରାସ ଗ୍ରାମର ଛେଳି ବ୍ୟବସାୟୀ ହରିସେଠୀଙ୍କ ଘରୁ ଛେଳି ଗୁଡ଼ିକୁ ଉଦ୍ଧାର କରି ହରିସେଠୀ ଓ ତାଙ୍କ ପୁଅକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛନ୍ତି। ହରି ସେଠୀ ଚୋରୀ ହୋଇଥିବା ଛେଳିକୁ ୪୨ ହଜାର ଟଙ୍କାରେ କିଣି ଥିବା ଷ୍ପଷ୍ଟ ହୋଇଥିବା ବେଳେ ଚୋରି କରିଥିବା ଲୋକେ ତାଙ୍କୁ ଛେଳି ବିକ୍ରି କରିଥିବା ଜଣା ପଡ଼ିଛି। ଏ ନେଇ ପାଟଣା ଥାନା ରେ ୧୬୪/୨୦ ରେ ଏକ ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ କରୁଛି।

   Related Posts