Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

IPL-୨୦୨୧ ମ୍ୟାଚ୍‌ ୮ : ପଞ୍ଜାବ ବିପକ୍ଷରେ ଟସ୍‌ ଜିତିଲା ଚେନ୍ନାଇ, ପ୍ରଥମେ ବୋଲିଂ ନିଷ୍ପତ୍ତି

16/04/2021 at 7:23 PM

ନୂଆଦିଲ୍ଲୀ ୧୬/୦୪ : ଆଇପିଏଲ ୧୪ତମ ସଂସ୍କରଣର ୮ମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ତେବେ ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ଟସ୍‌ ଜିତିଥିବା ବେଳେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମେ ବ୍ୟାଟିଂ କରିବ ଲୋକେସ ରାହୁଲଙ୍କ ପଞ୍ଜାବ କିଙ୍ଗସ୍‌ । ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଏଯାଏଁ ମୋଟ ୨୩ଟି ମ୍ୟାଚ ଖେଳାଯାଇଥିବା ବେଳେ ଚେନ୍ନାଇ ୧୪ଟି ଏବଂ ପଞ୍ଜାବ ୯ଟି ମ୍ୟାଚ ଜିତିଛି ।    

ପଞ୍ଜାବ କିଙ୍ଗସ୍‌ ଏକାଦଶ : କେ.ଏଲ୍ ରାହୁଲ (କ୍ୟାପଟେନ), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ, ଦୀପକ ହୁଡା, ନିକୋଲାସ୍ ପୁରାନ୍, ଶାହାରୁଖ ଖାନ, ଜୋଏ ରିଚାର୍ଡସନ, ମହମ୍ମଦ ଶାମି, ଅର୍ଶଦୀପ ସିଂ, ମୁରୁଗାନ୍ ଅଶ୍ୱିନ, ରେଲି ମେରେଡିଥ୍

ଚେନ୍ନାଇ ସୁପର କିଙ୍ଗସ୍‌ ଏକାଦଶ : ରିତୁରାଜ ଗାଇକୱାଡ, ଫାଫ୍ ଡୁ ପ୍ଲେସିସ୍, ଅମ୍ବାତି ରାୟୁଡୁ, ସୁରେଶ ରାଇନା, ମୋଇନ୍ ଅଲି, ଡ୍ବେନ୍‌ ବ୍ରାଭୋ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି (କ୍ୟାପଟେନ), ସାମ୍ କରନ୍‌, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର

   Related Posts