IPL 2020 : ଟପ୍ ଟେନ୍ ଦାମୀ ଖେଳାଳୀଙ୍କ ଭିତରେ ପୀୟୁଷ ଚାଓ୍ବାଲା, ୮ ଟିମ୍‌ରେ କିଏ କେଉଁ ଦଳରେ ? ପଢନ୍ତୁ ପୁରା ଖେଳାଳି ତାଲିକା

Published By : Prameya-News7 Bureau | December 20, 2019 IST

କୋଲକାତା ୨୦।୧୨: ଆଗାମୀ ଆଇପିଏଲ୍‌-୧୩ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଅଷ୍ଟ୍ରେଲିଆର ଅଭିଜ୍ଞ ଫାଷ୍ଟ ବୋଲର ପ୍ୟାଟ୍ରିକ୍‌ କମିନ୍ସ ଚଳିତ ବର୍ଷ ସବୁଠୁ ଦାମୀ ଖେଳାଳି ବିବେଚିତ ହୋଇଛନ୍ତି । ତାଙ୍କୁ ୧୫.୫ କୋଟି ଟଙ୍କା ମୂଲ୍ୟରେ କୋଲକାତା ନାଇଟ ରାଇଡର୍ସ କିଣିଛି । ଆଇପିଏଲ୍‌ ଇତିହାସରେ କମିନ୍ସ ସବୁଠୁ ଦାମୀ ବିଦେଶୀ ଖେଳାଳି ଭାବେ ରେକର୍ଡ କରିଛନ୍ତି । ସେ ରାଜସ୍ଥାନ ରୟାଲ୍ସର ବେନ୍‌ ଷ୍ଟୋକ୍ସଙ୍କୁ ପଛରେ ପକାଇ ଦେଇଛନ୍ତି । ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ୧୦.୭୫କୋଟିରେ କିଙ୍ଗସ ଇଲେଭନ ପଞ୍ଜାବ କିଣିଛି । ସେହିପରି କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଦୀର୍ଘ ୬ ବର୍ଷ ଖେଳିବା ପରେ ଲେଗ୍‌ ସ୍ପିନର ପିୟୂଷ ଚାୱଲା ଆଗାମୀ ସିଜନ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ପକ୍ଷରୁ ଖେଳିବାକୁ ଯାଉଛନ୍ତି । ତାଙ୍କୁ ୬.୭୫ କୋଟି ଟଙ୍କା ମୂଲ୍ୟରେ କିଣିଛି ସୁପରକିଙ୍ଗ୍‌ସ । ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ସେ ସବୁଠୁ ଦାମୀ ସାବ୍ୟସ୍ତ ହୋଇଛନ୍ତି ।

{"id":200182,"sizeSlug":"large"}

ଆଗାମୀ ଆଇପିଏଲ୍‌ ପାଇଁ ୮ଟି ଦଳରେ ମାତ୍ର ୭୩ଟି ସ୍ଥାନ ଖାଲି ପଡ଼ିଥିଲା । ନିଲାମ ତାଲିକାରେ ଥିଲେ ୩୩୮ ଖେଳାଳି । ନିଲାମରେ କିଛି ଖେଳାଳିଙ୍କୁ ନେଇ ହୋଇଥିଲା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା । କମିନ୍ସଙ୍କ ବ୍ୟତୀତ ଗ୍ଲେନ୍‌ ମ୍ୟାକ୍ସୱେଲ୍‌, କ୍ରିସ୍‌ ମୋରିସ, ସିମରନ ହେତମେୟାର, ନାଥାନ କଲ୍ଟର ନାଇଲଙ୍କୁ ଫ୍ରାଞ୍ଚାଇଜମାନେ ଚଢ଼ା ଦାମରେ କିଣିଥିଲେ । ମୋଟ୍‌ ୬୨ଜଣ ଖେଳାଳିଙ୍କୁ ଫ୍ରାଞ୍ଜାଇଜମାନେ କିଣିଥିଲେ । ରାଜସ୍ଥାନ ରୟାଲ୍ସ ସର୍ବାଧିକ ୧୧ ଜଣ ଖେଳାଳି କିଣିଥିଲା ।  କୋଲକାତା ନାଇଟ୍‌ ରାଇଡର୍ସ, କିଙ୍ଗ୍‌ସ ଏକାଦଶ ପଞ୍ଜାବ ୯ ଜଣ ଲେଖାଏଁ ଖେଳାଳି କିଣିଥିବାବେଳେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୮, ଦିଲ୍ଲୀ କ୍ୟାପିଟାଲ୍ସ ୮, ସନରାଇଜର୍ସ ୭, ମୁମ୍ବାଇ ଇଣ୍ଡିଆନ୍ସ ୬ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ସର୍ବନିମ୍ନ ୪ଜଣ ଖେଳାଳି କିଣିଥିଲା

{"id":200197,"sizeSlug":"large"}

ଚେନ୍ନାଇ ସୁପର କିଙ୍ଗସ-

{"id":200187,"width":578,"height":578,"sizeSlug":"large"}

କିଣିଥିବା ଖେଳାଳି -ସାମ କରମ (୫.୫କୋଟି), ପୀୟୁଷ ଚାଓ୍ବଲା (୬.୭୫କୋଟି), ଆର.ସାଇ.କିଶୋର (୨୦ଲକ୍ଷ) ବଜାର ରଖିଥିବା ଖେଳାଳି- ମହେନ୍ଦ୍ର ସିଂହ ଧୋନି, ଅମ୍ବାତି ରାଇଡୁ, ସେନ ଓ୍ବାଟସନ, ଡୁପ୍ଲେସି, ମୁରଲୀ ବିଜୟ, କେଦାର ଯାଦବ, ରବିନ୍ଦ୍ର ଜେଡେଜା, ରିତୁରାଜ ଗାଇକଓ୍ବାଡ, ଡ୍ବିଏ ବ୍ରାଭୋ, କର୍ଣ ଶର୍ମା, ଇମ୍ରାନ ତାହିର, ହରଭଜନ ସିଂହ, ମିଚେଲ ଷ୍ଟାର୍କ, ସରର୍ଦୁଲ ଠାକୁର, କେଏମ ଆସିଫ, ଦୀପକ ଚହର, ଏନ୍. ଜାଗାଦିସାନ, ଲୁଙ୍ଗି ଏନଗିଡି, ମୋନୁ ସିଂହ

ଡିଲ୍ଲୀ କ୍ୟାପିଟାଲ-

{"id":200188,"width":580,"height":580,"sizeSlug":"large"}

କିଣିଥିବା ଖେଳାଳି- ଜାସନ ରାୟ (୧.୫ କୋଟି), କ୍ରିସ୍ ଓ୍ବାକ୍ସ (୧.୫କୋଟି), ଆଲେକ୍ସ କେରୀ(୨.୪ କୋଟି), ହାଟମାୟର (୭.୭୫ କୋଟି), ମୋହିତ ଶର୍ମା (୫୦ଲକ୍ଷ), ତୁଷାର ଦେଶପାଣ୍ଡେ (୨୦ଲକ୍ଷ), ମାର୍କସ ଷ୍ଟୟନିସ (୪.୮କୋଟି), ଲଲିତ ଯାଦବ( ୨୦ଲକ୍ଷ)

ବଜାର ରଖିଥିବା ଖେଳାଳି- ଶିକ୍ଷର ଧାଓ୍ବନ, ପୃଥୀ ସ୍ବ, ଶ୍ରେୟସ ଆୟର, ରିଷବ ପନ୍ଥ, ଅକ୍ଷର ପଟେଲ, ଅମିତ ମିଶ୍ରା, ଇଶାନ୍ତ ଶର୍ମା, ହର୍ଷଲ ପଟେଲ, ଅଭେଷ ଖାନ, ରାବାଡା, କିମୋ ପଲ, ସନ୍ଦୀପ, ଲାମିଛାନେ, ଆଜିଙ୍କ୍ୟ ରାହେଣେ, ରବିଚନ୍ଦ୍ର ଅଶ୍ବିନୀ

କିଙ୍ଗ ଇଲେଭନ ପଞ୍ଜାବ-

{"id":200190,"width":573,"height":573,"sizeSlug":"large"}

କିଣିଥିବା ଖେଳାଳି – ଗ୍ଲେନ ମାକ୍ସଓ୍ବେଲ (୧୦.୭୫ କୋଟି), ଦୀପକ ହୁଡା (୫୦ଲକ୍ଷ), ଇଷାନ ପଟେଲ(୨୦ଲକ୍ଷ), ରବି ବିଷ୍ନୋଇ (୨କୋଟି), ଜେମ୍ସ ନିଷାମ୍ (୫୦ଲକ୍ଷ), ଜୋର୍ଡାନ (୩କୋଟି), ତେଜିନ୍ଦର ଢିଲନ (୨୦ଲକ୍ଷ), ପ୍ରଭାସିମରନ ସିଂହ (୫୫ଲକ୍ଷ)

ବଜାୟ ରଖିଥିବା ଖେଳାଳି- କେଏଲ ରାହୁଲ, ମହମ୍ମଦ ସାମି, ନିକଲସ ପୋରାନ, କ୍ରିସ ଗେଲ, ମନଦୀପ ସିଂହ, ମୟଙ୍କ ଅଗ୍ରଓ୍ବାଲ, ଦର୍ଶନ ନଲକାନ୍ଦେ, ସରଫରାଜ ଖୋନ, ଅର୍ଶଦୀପ ସିଂହ, ମୁନଗାନ ଅଶ୍ବିନୀ

କୋଲକାତା ନାଇଟ ରାଇଡର୍ସ

{"id":200191,"width":574,"height":574,"sizeSlug":"large"}

କିଣିଥିବା ଖେଳାଳି- ଇଅନ ମୋର୍ଗାନ (୫.୨୫ କୋଟି), ପଟ କମ୍ନିସ୍ (୧୫.୫ କୋଟି), ରାହୁଲ ତ୍ରିପାଠୀ (୬୦ଲକ୍ଷ) ବରନ ଚକ୍ରବତୀ (୪କୋଟି), ଏମ. ସିଦ୍ଧାର୍ଥ (୨୦ଲକ୍ଷ), କ୍ରିସ ଗ୍ରୀନ (୨୦ଲକ୍ଷ), ପ୍ରବୀଣ ତାମ୍ବେ (୨୦ଲକ୍ଷ), ନିଖିଲ ନାୟକ (୨୦ଲକ୍ଷ)

ବଜାୟ ରଖିଥିବା ଖେଳାଳି- ଦୀନେଶ କାର୍ତ୍ତିକ , ଆଣ୍ଡ୍ରେ ରସେଲ, ସୁନୀଲ ନାରାୟଣ,କୁଲଦୀପ ଯାଦବ, ଶୁଭମନ ଗୀଲ, ଳୁକି ଫର୍ଗିସନ, ନିତୀଶ ରାଣ, ରିଙ୍କୁ ସିଂହ, ସନ୍ଦୀପ ଓ୍ବାରିଅର, କମଲେଶ ନାଗାରକୋଟି, ଶିଭନ ନାଭି

ମୁମ୍ବାଇ ଇଣ୍ଡିଆନ୍ସ –

{"id":200193,"width":579,"height":579,"sizeSlug":"large"}

କିଣିଥିବା ଖେଳାଳି- କ୍ରିସ ଲାଇନ( ୨କୋଟି), ନାଥନ କୁଲଟର-ନାଏ (୮କୋଟି), ସୌରଭ ତିଓ୍ବାରୀ (୫୦ଲକ୍ଷ), ମୋହସିନ ଖାନ( ୨୦ଲକ୍ଷ), ଦିଗବିଜୟ ଦେଶମୁଖ (୨୦ଲକ୍ଷ), ବଲଓ୍ବନ୍ତ ରାୟ ସିଂହ (୨୦ଲକ୍ଷ)

ବଜାୟ ରଖିଥିବା ଖେଳାଳି- ରୋହତି ଶର୍ମା, ହାର୍ଦ୍ଦିକ ପାଣ୍ୟ, ଯଶପ୍ରୀତ ବୁମରାହ, କ୍ରୁନାଲ ପାଣ୍ୟ, ଇଶାନ କିଷାନ, ସୁର୍ଯ୍ୟ କୁମାର ଯାଦବ, ରାହୁଲ ଚହର, ଜୟନ୍ତ ଯାଦବ, ଆଦିତ୍ୟ ତାରେ, ଅଙ୍କୁଲ ରାୟ, କ୍ବିଣ୍ଟନ ଡି କକ୍, କିରଣ ପୋଲାର୍ଡ, ଲସିଥ ମାଲିଙ୍ଗା,

ରାଜସ୍ଥାନ ରୟାର୍ଲସ –

{"id":200194,"width":573,"height":573,"sizeSlug":"large"}

କିଣିଥିବା ଖେଳାଳି- ରବିନ ଉଥାଫା (୩କୋଟି), ଜୟଦେବ ଉନଦାକଟ (୩କୋଟି), ଅନୁଜ ରାଓ୍ବତ (୮୦ଲକ୍ଷ), ଆକାଶ ସିଂହ (୨୦ଲକ୍ଷ), କାର୍ତ୍ତିକ ତ୍ବାଗୀ (୧.୩କୋଟି), ଡେଭିଡ୍ ମିଲର (୭୫ଲକ୍ଷ), ଅନିରୁଦ୍ଧ ଜୋସୀ (୨୦ଲକ୍ଷ)

ବଜାୟ ରଖିଥିବା ଖେଳାଳି-ଷ୍ଟିଭେନ ଷ୍ମିଥ, ସଞ୍ଜୁ ସାମସମ, ଜୋଫ୍ରା ଆଚର, ବେନ ଷ୍ଟୋକ୍, ଜସ ବଟଲର, ରାଇନ ପରାଗ, ଶଶାଙ୍କ ସିଂହ, ଶ୍ରେୟସ ଗୋପାଲ, ମାହିପାଲ ଲୁମାର, ବରୁଣ ଆରୋଣ, ମନନ ବୋରା

ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର-

{"id":200195,"width":571,"height":571,"sizeSlug":"large"}

କିଣିଥିବା ଖେଳାଳି- ଆରୋନ ଫ୍ରିଞ୍ଚ (୪.୪ କୋଟି), କ୍ରିସ ମରିଷ (୧୦କୋଟି), କେନ ରିଚାଡର୍ସନ (୪କୋଟି), ପବନ ଦେଶପାଣ୍ଡେ (୨୦ଲକ୍ଷ), ଡେଲଷ୍ଟେନ(୨କୋଟି),

ବଜାୟ ରଖିଥିବା ଖେଳାଳି- ବିରାଟ କୋହଲି, ୟୁଜବେନ୍ଦ୍ର ଚାହଲ, ଏ.ବି ଡିଭିଲିୟର୍ସ, ପାର୍ଥିବ ପଟେଲ, ମହମ୍ମଦ ସିରାଜ, ପାଓ୍ବନ ନେଗୀ, ଉମେଶ ଯାଦବ, ଓ୍ବାସିଂଟନ ସୁନ୍ଦର, ନଭଦୀପ ସାଇନି, ସିଭନ ଦୁବେ, ଦେବଦତ୍ତ ପାଡିକାଇ

ସନରାଇର୍ସ ହାଇଦ୍ରାବାଦ-

{"id":200196,"width":572,"height":572,"sizeSlug":"large"}

କିଣିଥିବା ଖେଳାଳି- ବିରଟ ସିଂହ (୧.୯କୋଟି), ମିଚେଲ ମାର୍ସ (୨କୋଟି), ସନ୍ଦୀପ ବାଭାନକେ (୨୦ଲକ୍ଷ), ଫବୀନ ଆଲେନ (୫୦ଲକ୍ଷ), ଅବଦୁଲ ସମଦ (୨୦ଲକ୍ଷ), ସଂଜୟ ଯାଦବ (୨୦ଲକ୍ଷ)

ବଜାୟ ରଖିଥିବା ଖେଳାଳି- କେନ୍ ଓ୍ବଲିୟନସନ , ଡେଭିଡ ଓ୍ବାର୍ନର, ମନୀଷ ପାଣ୍ଡେ, ବିଜୟ ଶଙ୍କର, ରାଷିଦ ଖାନ, ମହମ୍ମଦ ନାଭି, ଅଭିଷେକ ଶର୍ମା,  ଜୋନି ବାରିଷ୍ଟ୍ରୋ, ରିଦ୍ଧିମାନ ଶାହ, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ସନ୍ଦୀପ ଶର୍ମା, ସିଦ୍ଦାର୍ଥ କୌଲ, ଶାହାବାଜ ମଦୀମ, ଟି . ନଗରାଜନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.