ମୁମ୍ବାଇ ଘାଟକୋପରରେ ଚାଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ
28/06/2018 at 10:08 AM

ମୁମ୍ବାଇ ଘାଟକୋପରରେ ଚାଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି …ଏକ ନିର୍ମାଣଧୀନ ଜାଗୃତି କୋଠା ଉପରେ ଖସିପଡିଲା ବିମାନ…ବିମାନଟି ଉତ୍ତର ପ୍ରଦେଶ ସରକାରଙ୍କ ବୋଲି ଜଣ ପଡିଛି …ଘଟଣାସ୍ଥଳରେ ସମ୍ପୂର୍ଣ ବିମାନଟି ଜାଳି ଯାଇଛି ….ଦୁର୍ଘଟଣାରେ ଜଣଙ୍କର ମୃତ ହୋଇଥିବା ବେଳେ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି …ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି …
Related Posts
ଟ୍ରାକ୍ରୁ ଖସିଲା ଟ୍ରେନ୍, ଶହିଦ ଏକ୍ସପ୍ରେସ୍ର ୨ଟି ବଗି ଲାଇନ୍ଚ୍ୟୁତ
18 January 2021