Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଅଗ୍ନିଶମ ବିଭାଗରେ ଅଦଳ ବଦଳ

21/11/2019 at 9:15 PM

ଭୁବନେଶ୍ୱର ୨୧। ୧୧ – ଅଗ୍ନିଶମ ବିଭାଗରେ ବିଭିନ୍ନ ଅଧିକାରୀମାନଙ୍କୁ ବଦଳି କରାଯାଇଛି । ଓଏଫ୍‌ଡିଆ୍‌ରଏ ନିର୍ଦେଶକ ମହେଶ୍ୱର ସ୍ୱାଇଁଙ୍କୁ ଅଗ୍ନିଶମ ସେବାର ନିର୍ଦେଶାଳୟର ଚିଫ୍‌ ଫାୟାର ଅଫିସର୍‌ ପଦରେ ଦିଆଯାଇଥିବା ଅତିରିକ୍ତ ଦାୟିତ୍ୱରୁ ହଟାଯାଇଛି । ସେ କେବଳ ଓଏଫ୍‌ଡିଆ୍‌ରଏର ନିର୍ଦେଶକ ଭାବେ ସେ କାର୍ଯ୍ୟତୁଲାଇବେ ।
ଚିଫ୍‌ ଫାୟାର ଅଫିସର ସୁକାନ୍ତ ସେଠୀ ଏବେ ନିର୍ଦେଶଳାଳୟର ଅଗ୍ନିନିର୍ବାପକ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ

। ଅଗ୍ନି ନିର୍ବାପକ ବିଭାଗର ଉପ ଫାୟାର ପ୍ରିଭେନସନ୍‌ ଓ୍ୱାଙ୍ଗର ଉପ ଅଗ୍ନିଶମ ଅଧିକାରୀ ଅରୁଣ ଷଡଙ୍ଗୀଙ୍କୁ ଭବାନୀପାଟଣା ସର୍କଲର ଜିଲ୍ଲା ଅଗ୍ନିଶମ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଭବାନୀପାଟଣା ସର୍କଲର ଅଗ୍ନିଶମ ଅଧିକାରୀ ସଲିଲ୍‌ ପ୍ରକାଶ କିଣ୍ଡୋଙ୍କୁ ଉପ ଅଗ୍ନିଶମ ଅଧିକାରୀ ଭାବେ ଫାୟାର ଫ୍ରିଭେନସନ୍‌ ଓ୍ୱିଙ୍ଗକୁ ବଦଳି କରାଯାଇଛି ।

   Related Posts