Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

23/09/2020 at 6:05 PM

ଭୁବନେଶ୍ବର୨୩/୯: ରାଜ୍ୟ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ଅରୁଣ କୁମାର ରାୟ ହେଲେ ଯୋଗାଯୋଗ ଅତିରିକ୍ତ ଡିଜିପି । ସେହିପରି ଲଳିତ ଦାସ ହେଲେ ପୋଲିସ ମୁଖ୍ୟାଳୟ ଅତିରିକ୍ତ ଡିଜିପି, ଯଶବନ୍ତ ଜେଠୱା- ଆଇନଶୃଙ୍ଖଳା ଏଡ଼ିଜି, ବିନୟତୋଷ ମିଶ୍ର- କ୍ରାଇମବ୍ରାଞ୍ଚ ରେକର୍ଡ଼ସ ବ୍ୟୁରୋ ନିର୍ଦ୍ଦେଶକ, ସଞ୍ଜୟ କୁମାର ସିଂହ ହେଲେ ଆଧୁନିକୀକରଣ ଆଇଜି, ରେଖା ଲୋହାନୀ ହେଲେ ଅତିରିକ୍ତ ପୋଲିସ କମିଶନର, ରିତୁ ଆରୋରା ହେଲେ ଗୃହ ବିଭାଗର ଓଏସଡ଼ି, ରାଜେଶ କୁମାର ହେଲେ ଫୋରେନସିକ ଲାବୋରେଟୋରିର ଆଇଜି , ଢ଼େଙ୍କାନାଳ ଏସପି ଅନୁପମା ଜେଏମସିଙ୍କୁ ଏସପି ଭିଜିଲାନ୍ସ ଦାୟିତ୍ୱ ଦିଆଯାଇଛି ।

   Related Posts