Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସୁନା ଜିତିଲେ ଚନ୍ଦନ

6/10/2021 at 8:43 AM

ବ୍ରହ୍ମପୁର ୦୬/୧୦: ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ ବ୍ରହ୍ମପୁରର ଚନ୍ଦନ କୁମାର ସାହୁ । ଉଜବେକିସ୍ତାନ ତାସକେଣ୍ଟ୍ ଠାରେ ଆୟୋଜିତ ଦ୍ୱାଦଶ ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଏକ ମାତ୍ର ଖେଳାଳୀ ଭାବେ ଚନ୍ଦନ ଭାଗ ନେଇ ଏହି ସଫଳତା ହାସଲ କରିଛନ୍ତି ।

୭୦ କେ.ଜି ବର୍ଗରେ ଭାଗ ନେଇ ଏଭଳି ସଫଳତା ପାଇଛନ୍ତି । ପୂର୍ବରୁ ଅନେକ ସଫଳତା ପାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ପ୍ରଥମ ଖେଳାଳି ଭାବେ ଏହି ପୁରସ୍କାର ପାଇଛନ୍ତି । ଆସନ୍ତା ୯ ତାରିଖରେ ଚନ୍ଦନ ଓଡିଶା ଫେରିବା କାର୍ଯ୍ୟକ୍ରମ ରହିଛି ।

   Related Posts