Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପୁଣି ଆଠଗଡ ବନଖଣ୍ଡକୁ ଫେରିଲେ ଚନ୍ଦକା ହାତୀ, ବୁଲୁଛନ୍ତି ଜାତୀୟ ରାଜପଥ କଡରେ

7/09/2021 at 1:09 PM

ଆଠଗଡ ୭।୯: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଆଠଗଡ ବନଖଣ୍ଡ ଅଞ୍ଚଳକୁ ଫେରିଛନ୍ତି ଚନ୍ଦକା ହାତୀପଲ । ଏହି ହାତୀପଲରେ ୧୬ରୁ ଅଧିକ ହାତୀ ଅଛନ୍ତି । ଏହି ହାତୀପଲ ଖୁଣ୍ଟୁଣୀ ରେଞ୍ଜର ବିଭିନ୍ନ ରାସ୍ତା ତଥା ଗାଁର ଆଖପାଖ ସହ ଜାତୀୟ ରାଜପଥ କଡରେ ବୁଲୁଛନ୍ତି । ଯେଉଁଥି ପାଇଁ ଏବେ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି ।

ଏହି ସମୟରେ ଚାଷକାର୍ଯ୍ୟ ଚାଲୁଥିବାରୁ ହାତୀପଲ ଫସଲ ନଷ୍ଟ କରୁଛନ୍ତି । ହାତୀଗୁଡିକ ଉପରେ ବନ ବିଭାଗ ନଜର ରଖିଛି ବୋଲି ଖୁଣ୍ଟୁଣୀ ରେଞ୍ଜର ସୂଚନା ଦେଇଛନ୍ତି ।

   Related Posts