ଭିଜିଲାନ୍ସ ଜାଲରେ ଚନ୍ଦାହାଣ୍ଡି ବ୍ଲକ୍ ଅଧ୍ୟକ୍ଷ

Published By : Prameya-News7 Bureau | August 21, 2019 IST

ଉମରକୋଟ ୨୧|୮:  ଭିଜିଲାନ୍ସ ଜାଲରେ ଚନ୍ଦାହାଣ୍ଡି ବ୍ଲକ୍ ଅଧ୍ୟକ୍ଷ । ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ବ୍ଲକ୍ ଅଧ୍ୟକ୍ଷ ଟିକାମ ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଜାରି ରହିଛି । ନବରଙ୍ଗପୁର, ଜୟପୁର ଓ କୋରାପୁଟ ଟିମ୍ ମିଳିତ ଭାବରେ ଚଢ଼ାଉ କରିଛି । ଟିକାମ ନାୟକ ପୂର୍ବରୁ ଲ୍ୟାମ୍ପର ଅଧ୍ୟକ୍ଷ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.