Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଖାଲି ପେଟରେ ଚଣା ଖାଇବା ଭଲ, ତା ସହିତ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ..ହୋଇପାରେ ଅନେକ ଅସୁବିଧା

14/12/2018 at 5:04 PM

ସକାଳୁ ଖାଲି ପେଟରେ ଚଣା ଖାଉଛନ୍ତି କି ? ବହୁତ ଭଲ କଥା । ହେଲେ ଚଣାସହ ଏମିତି କିଛି ଖାଆନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଜହର ପାଲଟିଯିବ ।

ସ୍ଵାସ୍ଥ୍ୟ ପାଇଁ ଚଣା ଖାଲି ପେଟରେ ଖାଇବା ବହୁତ ଭଲ କଥା । ଯାହା ପେଟଭିତରେ ମଇଳା ସଫା କରିବା ସହ ଗ୍ୟାସ ସମାସ୍ୟା ଦୁର କରିଥାଏ । ଏହା ମଧ୍ୟ ବ୍ରେକଫାଷ୍ଟ ପାଇଁ ବହୁତଭଲ କାମ ଦେଇଥାଏ ।

ଆଜି ଆସନ୍ତୁ ଜାଣିବା ଚଣା ସହ ଆଉ କଣ ଖାଇବା ଅନୁଚିତ ଯାହା ଆମ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ।

ଆପଣ ଚଣା ଖାଇସାରିବା ପରେ କ୍ଷୀର ପିଉଛନ୍ତି କି ? ତାହେଲେ ଏପରି କରନ୍ତୁନାହଁ । ଚଣା ଖାଇ ସାରିବା ପରେ ଯଦି କ୍ଷୀର ପିଉଛନ୍ତି ,ତାହେଲେ ଆପଣଙ୍କ ମୁହଁରେ ଧଳା ଧଳା ରଂଗରଛଉ ବାହାରିବାର ଆଶଙ୍କା ଅଛି । ଆପଣ ଯଦି ଚଣା ଖାଉଛନ୍ତି ,ତାହେଲେ କିଛି ସମୟ ଛାଡ଼ି କ୍ଷୀର ପିଅନ୍ତୁ।

ଆପଣ ଚଣା ଖାଇସାରବା ପରେ ଅଣ୍ଡା ଖାଉଛନ୍ତି କି ,ତାହେଲେ ଏପରି ଭୁଲ କରନ୍ତୁ ନାହିଁ ।

ଆପଣ ଖାଲି ପେଟରେ ଚଣା ଖାଇବା ଭଲ ଅଭ୍ୟାସ ହେଲେ ଅଣ୍ଡା ସହ ଯଦି ମିଶେଇକିଖାଉଛନ୍ତି, ତାହେଲେ ପେଟରୋଗ ଦେଖାଇବାର ଆଶଙ୍କା ଅଛି । ବିଶେଷକରି ଚଣା ଓ ଅଣ୍ଡା ଦୁଇଟି ଯାକ ଅଧିକପ୍ରୋଟିନଯୁକ୍ତ ହୋଇଥିବାକରାଣରୁ ଏହା  ହଜମ ପ୍ରକ୍ରିୟାରେଅସୁବିଧା କରେ ।

ଆପଣ ଯଦି ଚଣା ଖାଇସାରିବା ପରେ ରଶୁଣ ଖାଉଛନ୍ତି, ତାହେଲେ ଆପଣଙ୍କ ତ୍ଵଚା ସଂବନ୍ଧୀୟ ରୋଗ ବାହାରି ପାରେ ।

ତାହେଲେ ଆପଣ ସବୁବେଳେ ଚଣା ଖାଇସାରିବା ପରେ ଏସବୁ ଖାଦ୍ୟ ଖାଆନ୍ତୁନାହିଁ । ନହେଲେ ଆପଣ ବି ଭୋଗିପାରନ୍ତି ଏହି ସବୁ ରୋଗ ।

   Related Posts