ଦଶାହ କାର୍ଯ୍ୟରେ ଚାଲିଗଲା ୨ ଜଣଙ୍କ ଜୀବନ

Published By : Prameya-News7 Bureau | October 18, 2020 IST

ଜଗତସଂହପୁର୧୮/୧୦:  ଜଗତସିଂହପୁର- ବିରିଡି ଥାନା ପୁରଣ ବାରେଡ଼ିଆ ଗାଁରେ ଅଘଟଣ ଘଟିଛି। ନଦୀରେ ଗାଧଉଥିବା ବେଳେ ବଜ୍ରପାତରେ ଦୁଇଜଣ ମୃତ୍ୟୁ ହୋଇଛି। ମୃତକ ବାରେଡ଼ିଆ ଗାଁର ବିଷ୍ଣୁ ଚରଣ ବହାଲିଆ ଓ ପ୍ରମୋଦ ବହାଳିଆ। ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ସାମିଲ ହୋଇ ନଦୀରେ ଗାଧୋଉଥିବା ବେଳେ ବଜ୍ରାପାତରେ ୨ ଜଣଙ୍କ ଜୀବନ ଚାଲିଗଲା। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଦଶାହ କାର୍ଯ୍ୟରେ ପୁଣି ଅକାଳରେ ୨ ଜଣଙ୍କ ଚାଲିଗଲା। ଦୁଇଜଣଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.