Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ପିପିଲି ଉପନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ : CEO

3/03/2021 at 1:23 PM

ଭୁବନେଶ୍ବର ୩।୩: ପିପିଲି ଉପନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି ନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଭିଭିପାଟ ଏବଂ ଇଭିଏମ୍‌ ମହଜୁଦ ରହିଛି । ପୁଲିଂ ପାର୍ଟିର ଟ୍ରେନିଂ ଶେଷ ହୋଇଛି । ନିର୍ବାଚନ କମିଶନର ତାରିଖ ଘୋଷଣା କଲେ, ଆମେ ନିର୍ବାଚନ କରିବାକୁ ପ୍ରସ୍ତୁତ ।

କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଭୋଟ୍ ଗ୍ରହଣ କରାଯିବ । ସେଥିପାଇଁ ଅତିରିକ୍ତ ବୁଥର ବ୍ୟବସ୍ଥା କରାଯାଇଛି । ଗୋଟିଏ ବୁଥ୍‌ରେ ୧୦୦୦ ଜଣ ଭୋଟର ଭୋଟ୍ ଦେବାର ବ୍ୟବସ୍ଥା ହୋଇଛି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏସ୍‌.କେ. ଲୋହାନୀ ସୂଚନା ଦେଇଛନ୍ତି ।

   Related Posts