ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ମ୍ୟାନେଜର, ଏକକାଳୀନ ୪ଟି ଟିମ୍ କରୁଛି ରେଡ୍

Published By : Prameya-News7 Bureau | September 12, 2019 IST

ବଲାଙ୍ଗିର ୧୨।୯: ଭିଜିଲାନ୍ସ ଜାଲରେ ବଲାଙ୍ଗିର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମ୍ୟାନେଜର । କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମ୍ୟାନେଜର ଅଶୋକ କୁମାର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଛି । ବଲାଙ୍ଗିର ମୁଖ୍ୟ ଅଫିସ, ଦଶମତିନଗରସ୍ଥିତ ବାସଭବନର, ନାଲପଡା ସ୍ଥିତ ବାସଭବନ, ଭବାନୀପାଟଣା ସ୍ଥିତ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍ ଚାଲିଛି । ସମ୍ବଲପୁର, ବରଗଡ, ଭବାନୀପାଟଣା, ବଲାଙ୍ଗିରର ୪ଟି ଟିମ୍ ଚଢାଉରେ ସାମିଲ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.