Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ପାକିସ୍ତାନ ସେନାର ପୁଣି ଅସ୍ତ୍ର ବିରତୀ ଉଲ୍ଲଘଂନ : ଜଣେ ଭାରତୀୟ ଯବାନ ସହିଦ

8/11/2019 at 1:06 PM

ଜମ୍ମ୍ କାଶ୍ମୀର  ୮।୧୧ :  ପାକିସ୍ତାନ ସେନା ପକ୍ଷରୁ ପୁଣି  ଏଲଓସିରେ  ଅସ୍ତ୍ର ବିରତୀ  ଉଲ୍ଲଘଂନ କରିଛି  । ପାକିସ୍ତାନ ସେନା ଗୁଳିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ,   ଆଜି ସକାଳେ  ଜମ୍ମୁ ଓ କଶ୍ମୀର ର ପୁଞ୍ଚ  ଜିଲ୍ଲା କେଜି ସେକ୍ଟରର ମେନ୍ଧାରରେ ପାକ ସେନା ପକ୍ଷରୁ ଗୁଳି ଚଳାଇବା ସହ ସେଲିଙ୍ଗ୍ ନିକ୍ଷେପ କରିଛନ୍ତି ।  ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଭାରତୀୟ ସେନା ମଧ୍ୟ ଏହାର କଡା ଯବାବ ଦେଇଛି ।  ଏହା ପୂର୍ବରୁ ଉତ୍ତର କଶ୍ମୀରର ସାପୋରରେ ଲୋକଙ୍କୁ ଧମକାଇବା ଓ ଭୟଭୀତ କରିବା ଅଭିଯୋଗରେ ପୁଲିସ ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ସହ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିଲ।। ଏମାନେ ସମସ୍ତେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦୀନ ପାଇଁ କାମ କରୁଥିଲେ। ସୁରକ୍ଷାକର୍ମୀ ସମସ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

   Related Posts