Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଚୋରି ଉଦ୍ୟମ ମାରିଲା ଫେଲ୍, ସିସିଟିଭି କ୍ୟାମେରାରେ କଏଦ ହେଲା ଚୋରର ଚେହେରା…

10/09/2019 at 11:55 AM

ଭୁବନେଶ୍ବର ୧୦।୯: କ୍ୟାମେରାରେ ଚୋରର ଚେହେରା । ରାଜଧାନୀ ଭୁବନେଶ୍ବରରେ କେମିତି ଚୋର ମାତିଛନ୍ତି ତାହା ସିସିଟିଭି କ୍ୟାମେରାରେ ଧରାପଡିଛି । ଚୋରି ଉଦ୍ୟମ ଫେଲ୍ ମାରିଛି, ତେବେ କେମିତି ଚୋରି ପାଇଁ ଉଦ୍ୟମ ହେଉଥିଲା ତାହା ଦେଖି ହେଉଛି । ଶିଶୁପାଳଗଡ ଶକ୍ତିନଗରର ଘଟଣା ।

ଗତକାଲି ରାତି ସାଢେ ୨ଟାରେ ସ୍ଥାନୀୟ ସୁକାନ୍ତ କୁମାର ମହାପାତ୍ରଙ୍କ ଘରେ ୨ଜଣ ଚୋର ପଶିବାକୁ ଉଦ୍ୟମ କରିଥିଲେ । ଘର ପାଚେରୀ ଡେଇଁବାକୁ ଚେଷ୍ଟା କରୁଥିଲେ । ଭାବିଥିଲେ ଘର ଲୋକେ ଶୋଇ ପଡିଛନ୍ତି ।

ଆଗରୁ ମଧ୍ୟ ତାଙ୍କ ଘରେ ଚୋରି କରି ସଫଳ ହୋଇଥିଲେ । ତେଣୁ ଏଥର ବି ସୁଯୋଗ ଦେଖି ପଶିବାକୁ ଚେଷ୍ଟା କରୁଥିଲେ । ହେଲେ ଜାଣିନଥିଲେ ଘର ଲୋକେ ସିସିଟିଭି କ୍ୟାମେରାର ଲଗାଇ ଦେଇଛନ୍ତି । ଚୋର ଆସିବାର ସୁରାଗ ମିଳି ଯାଇଥିଲା ଘର ଲୋକଙ୍କୁ । ସତର୍କ ହୋଇଯାଇ ପାଟି କରିବା ଫଳରେ ଦୁଇ ଚୋର ଖସି ଯାଇଥିଲେ ।

   Related Posts