Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଭୁବନେଶ୍ୱର ଡେଲ୍‌ଟା ଛକ ସୁନା ଦୋକାନରୁ ଲୁଟ୍‌ ଘଟଣା, ପୋଲିସ ହାତରେ ଲାଗିଛି ସିସିଟିଭି ଫୁଟେଜ୍‌

6/12/2021 at 1:35 PM

ଭୁବନେଶ୍ୱର ୦୬।୧୨: ଭୁବନେଶ୍ୱର ଡେଲ୍‌ଟା ଛକ ନିକ ଲକ୍ଷ୍ମୀନାରାଣୟଣ ଜୁଏଲାରୀ ଦୋକାନରୁ ଲୁଟ୍ ଘଟଣା । ସାମ୍ନାକୁ ଆସିଛି ଲୁଟ୍‌ ସମୟର ସିସିଟିଭି ଫୁଟେଜ୍ । ଯାହାକୁ ଆଧାର କରି ଛାନ୍‌ଭିନ୍‌ କରୁଛି କମିଶନରେଟ୍‌ ପୋଲିସ ।

ସିସିଟିଭି ଫୁଟେଜ୍‌ ଆଧାରରେ , ରାତି ପ୍ରାୟ ୧.୦୭ ସମୟରେ ଲୁଟେରା ଲୁଟ୍‌ ପାଇଁ ଘଟଣାସ୍ଥଳକୁ ଆସିଥିଲେ । ସିସିଟିଭିରେ ଦୁଇ ଜଣ ଏକ ଦୁଇ ଚକିଆ ଗାଡ଼ିରେ ଗହଣା ଦୋକାନ ନିକଟରେ ପହଞ୍ଚୁ ଥିବାର ଦେଖିବାକୁ ମିଳିଛି । ଏହାପରେ ରାତି ୧.୦୭ରୁ ଭୋର୍‌ ୫.୨୨ ଯାଏଁ ଲୁଟେରା ଚଲାଇଥିଲେ ଲୁଟ୍‌ ଅପରେସନ । ଲୋକଙ୍କ ନଜର ନପଡିବା ପାଇଁ ଭିନ୍ନ ତରିକା ଆପଣେଇଥିଲା ଚୋର । ଏପିରିକି ସମ୍ପୂର୍ଣ୍ଣ ଦୋକାନ ସମ୍ମୁଖକୁ ଫ୍ଲେକ୍ସ ଓ କପଡା ମାଧ୍ୟମରେ ଘୋଡେଇ ଦେଇଥିଲେ ଦୁର୍ବୁତ୍ତ । ଏହାପରେ ଦୋକାନରୁ ୧ କେଜି ସୁନା, ୧୦ କେଜି ରୁପା ଓ ଦେଢ଼ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଖୋଲତାଡ଼ କରୁଛି ପୋଲିସ  ।

   Related Posts