Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କମିଛି ବିପଦ, ହ୍ରାସ ପାଇଛି ସଂକ୍ରମଣ, ସଫଳ ହୋଇଛି ଲକ୍‌ଡାଉନ୍‌- ଡିଏମ୍‌ଇଟି

8/06/2021 at 1:13 PM

ଭୁବନେଶ୍ୱର ୦୮।୦୬: ଭ୍ୟାକ୍‌ସିନ୍‌ ନୋ ପରେ ସିଭିୟର୍ଟିକ କମିଛି । ସଂକ୍ରମଣ କମାଇବା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଉଦ୍ଦେଶ୍ୟ ସଫଳ ହୋଇଛି । ଡେଲ୍‌ଟା ଭାଇରସକୁ ମୁକାବିଲା କରିବାରେ କୋଭିସିଲ୍ଡ଼ ଓ କୋଭାକ୍ସିନ୍‌ ସପଳ ହୋଇଛି ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବୟସ୍କମାନଙ୍କୁ ତୃତୀୟ ଡୋଜ୍‌ ଦେବା ପାଇଁ ଯେଉଁ ରିପୋର୍ଟ ଦେଇଛି ସେଇଟା ମେସେଞ୍ଜର RNA ଟୀକାକୁ ନେଇ, କିନ୍ତୁ ଆଇସିଏମ୍‌ଆର୍‌ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ ।  ୧୮ରୁ ଅଧିକ ବୟସ୍କ ସମସ୍ତଙ୍କୁ କେନ୍ଦ୍ର ମାଗଣାରେ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛି । ତାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ କେତେ ପରିମାଣରେ ଭ୍ୟାକ୍‌ସିନ୍‌ ଯୋଗେଇବେ କେନ୍ଦ୍ର ଉପରେ ନିର୍ଭର କରେ ,ସେଇ ଅନୁସାରେ ଟିକା ବଣ୍ଟନ କରାଯାଇପାରିବ ।

 ସେହିପରି ସାଇନ ଫ୍ଲୁ ବେଳେ ମଧ୍ୟ ନୋଯାଲ ସ୍ପ୍ରେ ଦିଆଯାଉଥିଲା  । ଆଉ ଏବେ କରୋନା ପାଇଁ ନାଯାଲ ସ୍ପ୍ରେ ଟୀକା ଗବେଷଣା ସ୍ତରରେ ରହିଛି । ତାହା କେତେ କାମ ଦେବ ଗବେଷଣା ଚାଲିଛି । ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି  ଡ଼ିଏମଇଟି ସି.ବି.କେ ମହାନ୍ତି କହିଛନ୍ତି ।

   Related Posts