ଚିଦାମ୍ବରମଙ୍କୁ ଅଗଷ୍ଟ ୨୬ ପର୍ଯ୍ୟନ୍ତ ରିମାଣ୍ଡରେ ନେଲା ସିବିଆଇ

Published By : Prameya-News7 Bureau | August 22, 2019 IST

ନୂଆଦିଲ୍ଲୀ .- ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସିବିଆଇ ୨୬ ଅଗଷ୍ଟ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି । ସିବିଆଇର ସ୍ୱତନ୍ତ୍ର ଅଦାଲତରେ ଚିଦାମ୍ବରମଙ୍କର ଶୁଣାଣି ହୋଇଥିଲା । ଅଦାଲତ ଅଗଷ୍ଟ ୨୬ ତାରିଖଖ ପର୍ଯ୍ୟନ୍ତ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ସିବିଆଇ ୫ଦିନ ପାଇଁ ରିମାଣ୍ଡରେ ନେବାକୁ ଅଦାଲତରେ ଆବେଦନ କରିଥିଲା । ସିବିଆଇ ପକ୍ଷରୁ ଅଦାଲତରେ ସଲିସେଟର ଜେନେରାଲ ତୁଷାର ମେହତା ଓ ଚିଦାମ୍ବରମଙ୍କ ପକ୍ଷରୁ  କଂଗ୍ରେସ ନେତା କପିଲ୍ ସିବଲ୍‌ , ଅଭିଷେକ ମନୁ ସିଙ୍ଘଭି  ମାମଲାର ପରିଚାଳନା କରିଥିଲେ ।

wp:core-embed/twitter {"url":"https://twitter.com/ANI/status/1164527635076145152","type":"rich","providerNameSlug":"twitter","className":""}
https://twitter.com/ANI/status/1164527635076145152
/wp:core-embed/twitter wp:core-embed/wordpress {"url":"http://www.prameyanews7.com/details-of-indrani-mukherjee-who-is-an-instrument-for-p-chidambarams-arrest/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/details-of-indrani-mukherjee-who-is-an-instrument-for-p-chidambarams-arrest/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.