ଭୁବନେଶ୍ୱରରେ ସିବିଆଇର ଯୁଗ୍ମ ନିର୍ଦେଶକ ପଙ୍କଜ ଶ୍ରୀବାସ୍ତବ

Published By : Prameya-News7 Bureau | July 19, 2018 IST

ଚିଟ ଫଣ୍ଡ ସମ୍ପର୍କିତ ଆଲୋଚନା ତଥା ଚିଟ ଫଣ୍ଡ ତଦନ୍ତ ମାମଲାର ଅଗ୍ରଗତି ସମ୍ପର୍କରେ ଆଲୋଚନା ପାଇଁ ପଙ୍କଜ ଶ୍ରୀବାସ୍ତବ ଭୁବନେଶ୍ୱର ଆସିଛନ୍ତି | ଆଜି ସେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି | ସେପଟେ ଗ୍ୟାଙ୍ଗଷ୍ଟର ଟିଟୋ ପାଇଥିବା ପେଟ୍ରୋଲ ପମ୍ପ ମାମଲାରେ ସିବିଆଇ ତଦନ୍ତ ପାଇଁ ଅନୁରୋଧ କରାଯାଇଥିବାରୁ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିବେ | ଟିଟୋକୁ ମିଳିଥିବା ପେଟ୍ରୋଲ ପମ୍ପ ବାବଦରେ ଆଇଓସିଏଲ ସିବିଆଇକୁ ଚିଠି ଲେଖିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.