Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଭୁବନେଶ୍ୱରରେ ସିବିଆଇର ଯୁଗ୍ମ ନିର୍ଦେଶକ ପଙ୍କଜ ଶ୍ରୀବାସ୍ତବ

19/07/2018 at 10:57 AM

ଚିଟ ଫଣ୍ଡ ସମ୍ପର୍କିତ ଆଲୋଚନା ତଥା ଚିଟ ଫଣ୍ଡ ତଦନ୍ତ ମାମଲାର ଅଗ୍ରଗତି ସମ୍ପର୍କରେ ଆଲୋଚନା ପାଇଁ ପଙ୍କଜ ଶ୍ରୀବାସ୍ତବ ଭୁବନେଶ୍ୱର ଆସିଛନ୍ତି | ଆଜି ସେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି | ସେପଟେ ଗ୍ୟାଙ୍ଗଷ୍ଟର ଟିଟୋ ପାଇଥିବା ପେଟ୍ରୋଲ ପମ୍ପ ମାମଲାରେ ସିବିଆଇ ତଦନ୍ତ ପାଇଁ ଅନୁରୋଧ କରାଯାଇଥିବାରୁ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିବେ | ଟିଟୋକୁ ମିଳିଥିବା ପେଟ୍ରୋଲ ପମ୍ପ ବାବଦରେ ଆଇଓସିଏଲ ସିବିଆଇକୁ ଚିଠି ଲେଖିଥିଲା |

   Related Posts