Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

‘ଗ୍ରୀନ୍ ରେ’ ଚିଟଫଣ୍ଡ୍ ମାମଲାରେ ସିବିଆଇ ରେଡ୍, ୨ ଜଣଙ୍କୁ ଉଠାଇ ନେଲା ଟିମ୍

15/07/2021 at 1:21 PM

ଜଳେଶ୍ୱର, ୧୫/୦୭: ଚିଟ୍ ଫଣ୍ଡ ମାମଲାରୁ ପୁଣି ଚଢଉ ଆରମ୍ଭ କରିଛି ସିବିଆଇ । ବାଲେଶ୍ୱର ଜିଲ୍ଲା  ଜଳେଶ୍ବର ଅଞ୍ଚଳରେ ସିବିଆଇ ଟିମ ଚଢ଼ାଉ କରି ଗ୍ରୀନ ରେ ଚିଟ୍ ଫଣ୍ଡ ମାମଲାରେ ୨ ଜଣକୁ ଗିରଫ କରିଛି ।

ସିବିଆଇ ଯେଉଁ ବ୍ୟକ୍ତିଙ୍କୁ ଉଠାଇ ନେଇଛି ସେମାନେ ହେଲେ କାଲୁ  ଓ ଜମିର । ସୂଚନା ଅନୁଯାୟୀ ୨୦୧୫ ମସିହାରେ  ସିବିଆଇ ତରଫରୁ  ‘ଗ୍ରୀନ ରେ’ ଚିଟ ଫଣ୍ଡ ମାମଲାରେ  ତଦନ୍ତ ଆରମ୍ଭ କରିଥିଲା ।  ‘ଗ୍ରୀନ ରେ’ ମୁଖ୍ୟ ମିର ସଇରୁଦ୍ଦିନ  ( ଗୋରା)କୁ  ଗିରଫ କରାଯାଇଥିଲା ।  ଏହାକୁ ଆଧାର କରି ଗୁରୁବାର ଭୁବନେଶ୍ୱର ସିବିଆଇ ଟିମ୍ ଜଳେଶ୍ୱର ଅଞ୍ଚଳରେ ଚଢ଼ଉ କରିଥିଲା ।

ସିବିଆଇର ଡିଏସପି ଅଶୋକ କୁମାରଙ୍କ ନିର୍ଦେଶରେ ଏହି ଚଢଉ ହୋଇଥିଲା । ଏହାସହ ଜଳେଶ୍ୱର ବଡ଼ ବଜାର ଅଞ୍ଚଳରୁ ମିର ଜମିରୁଦ୍ଦିନ  (  ଜମିର)  ଓ ମୀର ସଇମତକୁ ଗିରଫ କରିଛି ଟିମ୍।

   Related Posts