ଚିଟ ଫଣ୍ଡ ତନାଘନା ; ଭୁବନେଶ୍ୱରରେ ସ୍ୱତନ୍ତ୍ର ସିବିଆଇ ନିର୍ଦେଶକ ରାକେଶ ଆସ୍ତାନା
19/06/2018 at 6:27 AM

ଭୁବନେଶ୍ୱରରେ ସ୍ୱତନ୍ତ୍ର ସିବିଆଇ ନିର୍ଦେଶକ ରାକେଶ ଆସ୍ତାନା | ଗତ ୪ ବର୍ଷ ମଧ୍ୟରେ ଚିଟ ଫଣ୍ଡ ସଂକ୍ରାନ୍ତ ସିବିଆଇ ତଦନ୍ତର ଅଗ୍ରଗତି ନେଇ ଆଜି ଦ୍ୱିତୀୟ ଦିନରେ ସମୀକ୍ଷା କରୁଛନ୍ତି | ପ୍ରଥମେ ଏସଆଇଟି କାର୍ଯ୍ୟାଳୟ ଓ ପରେ ସିବିଆଇ କାର୍ଯ୍ୟାଳୟ ଯାଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି |
Related Posts
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021