Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନୟାଗଡକୁ ଲମ୍ବିଛି ଗ୍ୟାଙ୍ଗଷ୍ଟାର୍ ଟିଟୋର ଗୋରୁ ଚାଲାଣର ଚେର

24/08/2018 at 11:38 PM

ନୟାଗଡ଼ ୨୪/୮:ଗ୍ୟାଙ୍ଗଷ୍ଟାର୍ ଟିଟୋର ଗୋରୁ ଚାଲାଣର ଚେର ନୟାଗଡକୁ ଲମ୍ବିଛି । ଏହି ମାମଲାରେ ଗତକାଲି ରାତିରେ କ୍ରାଇମ୍ ବ୍ରାଞ୍ଚ ଏସ.ଟି.ଏଫ୍. ଟିମ୍ ନୟାଗଡରୁ ଦୁଇଟି ଟ୍ରକ୍ ଜବତ କରିବା ସହ ଦୁଇ ଜଣଙ୍କୁ ଉଠାଇଛି । ଗୋରୁ ଚାଲାଣରେ ଟିଟୋର ମୂଖ୍ୟ ସହଯୋଗୀ ବଟୁ ପାଣିର ଭାଇକୁ ଏସ୍.ଟି.ଏଫ୍. ଟିମ ସହରର ଏକ ହୋଟେଲ୍ରୁ ନେଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । ସେହିପରି ଜବତ ଟ୍ରକ୍ର ମାଲିକ ବବଲୁ ଖଁ।କୁ ମଧ୍ୟ ଟିମ୍ ନେଇଥିବା ଜଣାପଡିଛି । ବବଲୁର ଘର ସହର ଉପକଣ୍ଠ ସିନ୍ଦୁରିଆ ଗଁ।ରେ । ବୈ।ଦ୍ଧ ଏବଂ ସୋନପୁର ଜିଲ୍ଲାରୁ ନୟାଗଡ ଦେଇ ବେଗୁନିଆକୁ ଗୋରୁ ଚାଲାଣ କରାଯାଉଥିବା ପୁର୍ବରୁ ଅଭିଯୋଗ ହୋଇଆସୁଥିଲା ।

   Related Posts