୨ଟି ଗୋରୁ ବୋଝେଇ ଟ୍ରକ୍ ଜବତ, ୨ ଶହରୁ ଅଧିକ ଗୋରୁ ଉଦ୍ଧାର
12/10/2019 at 9:31 AM

ବାଲେଶ୍ବର ୧୨।୧୦: ବାଲେଶ୍ବରରୁ ୨ ଗୋରୁ ବୋଝେଇ ଟ୍ରକ୍ ଜବତ ହୋଇଛି । ଶେରଗଡ ଟୋଲ୍ ଗେଟ୍ ନିକଟରେ ଗୋରୁ ବୋଝେଇ ଟ୍ରକ୍ ଅଟକାଇଲେ ବଜରଙ୍ଗ ଓ ବିଶ୍ବ ହିନ୍ଦୁ ପରିଷଦର କର୍ମୀ । ଜବତ ୨ଟି ଟ୍ରକରେ ୨୦୦ରୁ ଅଧିକ ଗୋରୁ ଥିବା ଜଣାପଡିଛି ।

ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ଘଟଣାସ୍ଥଳରୁ ଆଉ ୩ଟି ଗୋରୁ ବୋଝେଇ ଟ୍ରକ୍ ଖସିଯାଇଥିବା ଜଣାପଡିଛି ।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021