Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ପେଟ୍ରୋଲ ଢାଳି ହୋଇ କ୍ୟାଟ୍ରିଙ୍ଗ୍ ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ

11/12/2018 at 5:42 PM

ବରଗଡ଼ ୧୧/୧୨: ବରଗଡ଼ ଟାଉନ ଥାନାଅନ୍ତର୍ଗତ ନଦୀପଡା ନିକଟସ୍ଥ ଜିଡି ଗୋୟଲ ଧର୍ମଶାଳାରେ ଜଣେ କ୍ୟାଟ୍ରିନ ଠିକାଦାର ନିଜ ଦେହରେପେଟ୍ରୋଲ ଢାଳି ନିଆଁ ଲଗେଇ ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଜଳିଯାଇଛି ।ଆତ୍ମହତ୍ୟା ଉଦ୍ୟମକରିଥିବା ଯୁବକ ଜଣକ ହେଉଛନ୍ତି ସମ୍ବଲପୁର ଭୁତାପଡାର ମହମ୍ମଦ ନବିଉଲ୍ଲାଙ୍କ ୩୦ ବର୍ଷୀୟ ପୁଅଫିର୍ଦ୍ଦୋସ ଖାନ ।ଫିର୍ଦ୍ଦୋସ ବରଗଡ଼ଗୋକୁଲଧାମରେ ରହୁଥିବା ରବିଶଙ୍କର ଅଗ୍ରୱାଲଙ୍କ ନବଜାତକ ପୁଅର ଜନ୍ମୋତ୍ସବରେ ଆୟୋଜିତ ଭୋଜିରଠିକା ନେଇଥିଲେ ।ତାଙ୍କ ସହ ସହଯୋଗୀ ଭାବେକଲିକତା ୨୪ ପ୍ରଗଣାର  ରୁମା ପୋଦ୍ଦାର ଓ ହାଓଡ଼ାର ନିଶୁ କୁମାରୀ ସହାଓ ନାମକ ଦୁଇ ଜଣ ଝିଅ ମଧ୍ୟଆସିଥିଲେ ।ତେବେ ଫିର୍ଦ୍ଦୋସ ହଠାତକେଉଁ କାରଣରୁ ନିଜ ଦେହରେ ନିଆଁ ଲଗାଇଲେ ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁକୁହାଯାଇଛି । ଗୁରୁତର ଆହତଙ୍କୁ ପ୍ରଥମେବରଗଡ଼ ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ରାଉରକେଲା ଆଇ ଜି ଏଚକୁପଠାଯାଇଛି ।ଏହି ଘଟଣାରେ ମାଜିଷ୍ଟ୍ରେଟଉପସ୍ଥିତିରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ପୋଲିସ ।

   Related Posts