Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁପ୍ରିମକୋର୍ଟରେ ନିରାଶ ହେଲେ ଆତ୍ମଘୋଷିତ ଗଡ ମ୍ୟାନ୍ ସାରଥୀ … କେନ୍ଦ୍ରାପଡା ବାରିମୂଳ ଆଶ୍ରମରେ ମା, ଝିଅଙ୍କୁ ନିର୍ଯାତନା ମାମଲାରେ ମିଳିଲାନି ଜାମିନ୍ … ଏକାଧିକ ଅଭିଯୋଗରେ ଗିରଫ ସାରଥୀ ୨୦୧୫ ଅଗଷ୍ଟରୁ ଅଛନ୍ତି ଜେଲ୍ ରେ …

May 16, 2018

ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ମହାନଦୀ ସୁରକ୍ଷା ଯାତ୍ରା … ଝାରସୁଗୁଡା ସୁଖାସୋଡାରୁ ଆଭିଯାନ ଆରମ୍ଭରେ ମହାନଦୀ ପାଇଁ ଲଢିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ … ବିଜେପି ଉପରେ ବର୍ଷିଲେ … ବିରୋଧୀ କହିଲେ ଶୋଇଥିଲେ, ଏବେ ଉଠିଲେ …

May 16, 2018

କର୍ଣ୍ଣାଟକରେ ଅନିଶ୍ଚିତତା ଜାରି…କିନ୍ତୁ ରାଜଭବନରୁ ଫେରିବା ପରେ ବିଜେପି ନେତା ୟେଦିୟୁରାପ୍ପା କହିଲେ , କାଲି ନେବେ ଶପଥ…ସେପଟେ ବିଜେପି ବିରୋଧରେ ଘୋଡା ବେପାର ଅଭିଯୋଗ ଆଣିଲେ କୁମାରସ୍ବାମୀ, କୋର୍ଟ ଯିବାକୁ କଂଗ୍ରେସର ଧମକ….

May 16, 2018

ମାଲକାନଗିରି ଜିଲ୍ଲାରେ ଲାଲ୍ ହିଂସା … ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ଜଣଙ୍କୁ ହତ୍ୟା … ପୋଲିସର କମ୍ବିଂ ଅପେରସନ ଆରମ୍ଭ … ସେପଟେ କୋଟଗଡ-ମୁନିଗୁଡା ରାସ୍ତା ରଡିଗୁମାରେ ମାଓ ପୋଷ୍ଟର, ଗଛ ପକାଇ ରାସ୍ତା ଅବରୋଧ …

May 16, 2018